QNETIC – Mobile
Browsing Tag

Corona

ବୈଜ୍ଞାନିକଙ୍କୁ ଆଉ ଏକ ସଫଳତା; ଖୁବଶୀଘ୍ର ନିପାତ ହେବ କରୋନା !

ମଣ୍ଡି: ସାରା ବିଶ୍ବ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିବା କରୋନା ଭୂତାଣୁକୁ ସଂକ୍ରାମକ ରୂପ ଦେଉଥିବା ଆଣବିକ ସଂରଚନା ଚିହ୍ନଟ କରାଯାଇଛି। ହିମାଚଳ ପ୍ରଦେଶର ଆଇଆଇଟି ମଣ୍ଡି ସ୍କୁଲ ଅଫ୍‌ ବେସିକ୍ ସାଇନ୍ସର…
Read More...

ଦେଶରେ କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ଆଉ ୫,୪୭୬ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଦେଶରେ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୪୭୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଚିକିତ୍ସାଧୀନ ଅବସ୍ଥାରେ ୧୫୮ ଜଣଙ୍କ ମୃତ୍ୟୁ ଘଟିଛି।…
Read More...

ରାଜ୍ୟରେ ଆଉ ୧୯ ମୁଣ୍ଡ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ହରଭଙ୍ଗା କରୋନାର ହଟସ୍ପଟ, ସଂକ୍ରମିତ ହେଲେ ୩୨୨

ହରଭଙ୍ଗା: ବୌଦ୍ଧଜିଲ୍ଲାର ହରଭଙ୍ଗା କରୋନାର ହଟସ୍ପଟ ପାଲଟିଛି। ଗତ ୨୪ଘଣ୍ଟା ମଧ୍ୟରେ ବ୍ଲକରୁ ଏକକାଳୀନ ରେକର୍ଡ ସଂଖ୍ୟକ ୧୧୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ…
Read More...

ଆଜି ଭୁବନେଶ୍ବରରୁ ପୁଣି ୧୪୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୫୪

ଭୁବନେଶ୍ବର: ଆଜି ପୁଣି ରାଜଧାନୀ ଭୁବନେଶ୍ବରରୁ ୧୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪୮ ପଜିଟିଭଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୩୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।…
Read More...

ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ଦିନକରେ ୮ ଚିହ୍ନଟ

କଲମପୁର : କଲମପୁର ଅଂଚଳରେ ଏବେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ଶନିବାର ମଧ୍ୟରେ ୬ ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହେଇଥିବା ବେଳେ ରବିବାର ପୁଣି ୮ଜଣ ଆକ୍ରାନ୍ତଙ୍କ ଚିହ୍ନଟ ହେବା ଘଟଣା ସାଧାରଣରେ ଆତଙ୍କ…
Read More...

ବଢୁଛି କରୋନା ସଂକ୍ରମଣ : କଳାହାଣ୍ଡିରେ ୧୨ ଦିନରେ ୨୧୧ ପଜିଟିଭ

ଭବାନୀପାଟଣା : କଳାହାଣ୍ଡି ଜିଲାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମାର୍ଚ୍ଚ ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ୧୨ ଦିନରେ କଳାହାଣ୍ଡି ଜିଲାରେ ୨୧୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ଭବାନୀପାଟଣା ସହରରେ…
Read More...

କଳାହାଣ୍ଡିରେ ଉପରମୁହାଁ କରୋନା ଗ୍ରାଫ୍‌

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ଦୁଇ ସପ୍ତାହ ହେଲା କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।ସୋମବାର ଦିନ କଳାହାଣ୍ଡି ଜିଲ୍ଲାରେ ୫୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାତିରେ ଆଉ ୬ ପଜିଟିଭ…
Read More...

ସିନାପାଲିରେ ୨୯ କରୋନା ପଜିଟିଭ ଚିହ୍ନଟ

ସିନାପାଲି : ମହାମାରୀ କରୋନା ପ୍ରଭାବରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ସିନାପାଲିରେ ୨୯ ଜଣଙ୍କ ନମୁନା ପଜିଟିଭି ଆସିଥିବା ଜଣାପଡ଼ିଛି। ସିନାପାଲି ବ୍ଲକ ଗୋଡ଼ାଲ…
Read More...

କନ୍ଧମାଳରେ ପୁଣି ଜଣେ ପଜିଟିଭ, ଆକ୍ଟିଭ କେସ ଦୁଇ

ଫୁଲବାଣୀ : ଧିରେ ଧିରେ ପୁଣି ଡରାଉଛି କନ୍ଧମାଳରେ କରୋନା। ବାରମ୍ବାର ଶୂନ ଛୁଇଁବା ପରେ ପୁଣି ଫେରି ଆସୁଛି ଏହି କରୋନା। କିଛି ଦିନ ତଳେ ଜିଲାରେ ଉଭୟ ନୂଆ ସଂକ୍ରମିତ ଓ ଆକ୍ଟିଭ କେସ ଶୂନ ଥିବା ବେଳେ ଏବେ ପୁଣି  ଜିଲାରେ…
Read More...