Browsing Tag

Corona

ଦେଶରେ ଆରମ୍ଭ ହେଲା ପ୍ରାକ୍‌-ଟିକାକରଣ ଅଭ୍ୟାସ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଲାଗି ଟିକାକୁ ମଞ୍ଜୁରୀ ମିଳିସାରିଛି। ତେଣୁ ଖୁବଶୀଘ୍ର ଦେଶବ୍ୟାପୀ ଟିକାକରଣ ଆରମ୍ଭ ହେବ। ତେବେ ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତତ୍ତ୍ଵାବଧାନରେ ଦେଶବ୍ୟାପୀ…
Read More...

୨ରୁ ସବୁ ରାଜ୍ୟରେ ଟିକାକରଣ ଡ୍ରାଏ ରନ୍‌

ନୂଆଦିଲ୍ଲୀ: ଆସନ୍ତା ୨ ତାରିଖରୁ ଦେଶର ସବୁ ରାଜ୍ୟରେ କରୋନା ଟିକାକରଣ ପାଇଁ ଡ୍ରାଏ ରନ୍‌ ଅର୍ଥାତ୍‌ ମକ୍‌ଡ୍ରିଲ ଅନୁଷ୍ଠିତ ହେବ। ୪ଟି ରାଜ୍ୟରେ ଏହା ସଫଳ ହେବା ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ଏହିପରି…
Read More...

ପ୍ରତି ଘରେ ଟିକା ପହଞ୍ଚାଇବାକୁ ଚାଲିଛି ଜୋରଦାର ପ୍ରସ୍ତୁତି: ପ୍ରଧାନମନ୍ତ୍ରୀ

ରାଜକୋଟ: କରୋନା ଟିକାକରଣ ଅଭିଯାନକୁ ନେଇ ଦେଶରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ସମସ୍ତ ପ୍ରକାର ଆବଶ୍ୟକ ପ୍ରସ୍ତୁତି କରାଯାଉଛି। ଭାରତରେ ନିର୍ମିତ ସ୍ବଦେଶୀ ଟିକା ପ୍ରତି ଘର ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଉଦ୍ୟମ…
Read More...

୭ ତାରିଖ ପର୍ଯ୍ୟନ୍ତ ବ୍ରିଟେନକୁ ବିମାନ ସେବା ବାତିଲ

ନୂଆଦିଲ୍ଲୀ: ଭାରତରେ ବ୍ରିଟେନର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ବ୍ରିଟେନକୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ କରିଛନ୍ତି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ସେବା ବାତିଲ…
Read More...

ଭାରତରେ ପହଞ୍ଚିଲା କରୋନାର ନୂଆ ଷ୍ଟ୍ରେନ; ୬ ବ୍ରିଟେନ ଫେରନ୍ତା ସଂକ୍ରମିତ

ନୂଆଦିଲ୍ଲୀ: ଶେଷରେ ଭାରତରେ ପହଞ୍ଚିଛି ବ୍ରିଟେନରେ ଆତଙ୍କ ଖେଳାଇଥିବା କରୋନାର ନୂଆ ଷ୍ଟ୍ରେନ। ଏହା ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତାରେ ପଡ଼ିଛି। ୬ ବ୍ରିଟେନ ଫେରନ୍ତାଙ୍କ ନିକଟରେ ଏହି ନୂଆ ଷ୍ଟ୍ରେନ…
Read More...

ସାମ୍ନାକୁ ଆସିଲା କରୋନାର ନୂଆ ଲକ୍ଷଣ, ଜାଣନ୍ତୁ ରୋଗୀଙ୍କଠାରେ ଦେଖାଯାଉଛି କି ସମସ୍ୟା

କରୋନାରେ ଆକ୍ରାନ୍ତ ହେଲେ ରୋଗୀ ଖାଦ୍ୟପଦାର୍ଥର ସ୍ବାଦ ଏବଂ କୌଣସି ପ୍ରକାର ବାସ୍ନା ବାରିବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏହା କରୋନାର ଏକ ପ୍ରମୁଖ ଲକ୍ଷଣ। କିନ୍ତୁ ଏବେ କରୋନାର କିଛି ନୂଆ ଲକ୍ଷଣ ଦେଖିବାକୁ…
Read More...

ଭାରତର କଡ଼ା ଜବାବ; ଚୀନ ନାଗରିକଙ୍କ ଯାତ୍ରା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଚୀନ ନାଗରିକଙ୍କୁ ଭାରତ ମନା। କୌଣସି ଚୀନ ନାଗରିକ ଏଣିକି ଭାରତ ଆସିପାରିବେ ନାହିଁ। ଚୀନ ନାଗରିକଙ୍କ ଭାରତ ଯାତ୍ରା ଉପରେ ପ୍ରତିବନ୍ଧିକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମାନ କମ୍ପାନୀଗୁଡ଼ିକୁ…
Read More...

ମାସକୁ ୨ ଥର ରୂପ ବଦଳାଉଛି କରୋନା

ପୁଣେ: କରୋନା ଭୂତାଣୁ ପୂର୍ବରୁ ଅନେକ ଥର ମ୍ୟୁଟେଟ୍‌ ଅର୍ଥାତ ରୂପ ବଦଳାଇ ସାରିଛି। ମାସକୁ ଏହି ଭୂତାଣୁ ପ୍ରାୟ ୨ ଥର ରୂପ ବଦଳାଉଛି ବୋଲି ଦିଲ୍ଲୀ ଏମ୍‌ସ୍‌ ନିର୍ଦେଶକ ତଥା କୋଭିଡ ପରିଚାଳନା ପାଇଁ ଗଠିତ ଜାତୀୟ ଟାସ୍କ…
Read More...

ବୈଜ୍ଞାନିକଙ୍କ ଚେତାବନୀ: କରୋନାର ନୂଆ ଷ୍ଟ୍ରେନ ୫୬% ଅଧିକ ଘାତକ ହୋଇପାରେ, ୨୦୨୧ରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ

ଲଣ୍ଡନ: ବ୍ରିଟେନରେ ବ୍ୟାପୁଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଏହି ଷ୍ଟ୍ରେନ ପୁରୁଣା ଭୂତାଣୁଠାରୁ ୫୬% ଅଧିକ ବିପଜ୍ଜନକ ହୋଇପାରେ ଏବଂ ଏହା ଦ୍ବାରା ୨୦୨୧ରେ ମୃତ୍ୟୁ…
Read More...

ଇଂଲଣ୍ଡରୁ ଅମୃତସର ଆସିଥିବା ୮୪୧ ଯାତ୍ରୀ ଗାଏବ

ଚଣ୍ଡୀଗଡ଼: ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ବ୍ରିଟେନରୁ ଆସୁଥିବା ସମସ୍ତ ଆନ୍ତର୍ଜାତିକ ବିମାନ ଉଡ଼ାଣ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି। ତେବେ ଏହା…
Read More...