www.samajalive.in
Saturday, December 6, 2025
17.1 C
Bhubaneswar

ତିନି ଦିନରେ ଆଠଗଡରେ କରୋନା ସଂକ୍ରମିତ ଶୂନ୍ୟ

ଆଠଗଡ : ଆଠଗଡ ବ୍ଲକ ଅଞ୍ଚଳରେ ଗତ ତିନି ଦିନ ମଧ୍ୟରେ ୧୭୫ଜଣଙ୍କର ବିଭିନ୍ନ ସ୍ଥାନରେ ଆଣ୍ଟିଜେନ ପରୀକ୍ଷଣ କରାଯାଇଥିବାବେଳେ ଜଣେ ହେଲେବି କରୋନା ସଂକ୍ରମିତ ବାହାରିନଥିବା ଜଣାପଡିଛି। ମଙ୍ଗଳବାର ଠାରୁ ଆଜି ମଧ୍ୟରେ ବ୍ରହ୍ମପୁର ସିଏଚସିରେ ୮୮, ଧୁରୁଷିଆ ଶିବିରରେ ୮୭ ଏବଂ ଆଠଗଡ ଡାକ୍ତରଖାନାରେ ୩୦ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିଲା। ଏହି ୧୭୫ଜଣଙ୍କ ମଧ୍ୟରୁ ଜଣେ ହେଲେ ବି କରୋନା ସଂକ୍ରମିତ ନଥିବା ଜଣାପଡିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories