Browsing Tag

Corona

ଘ୍ରାଣ ଶକ୍ତି କମିଲେ ଓ ଖାଦ୍ୟର ସ୍ବାଦ ପରଖି ନ ପାରିଲେ କରିବାକୁ ପଡ଼ିପାରେ କରୋନା ପରୀକ୍ଷା

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭୂତାଣୁର ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସୁଛି। ଥଣ୍ଡା, କାଶ, ଜ୍ବର, ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା ଆଦି କରୋନାର ଲକ୍ଷଣ ବୋଲି କୁହାଯାଇଛି। କିନ୍ତୁ ଏବେ ଅନେକ ମାମଲାରେ ଦେଖାଯାଉଛି…
Read More...

ବହଳଦାର ୨ ପଜିଟିଭ ରୋଗୀ ସହ ବାମନଘାଟୀ ଉପଖଣ୍ଡରେ ପାଦ ଥାପିଲା କରୋନା

ବହଳଦା : ମୟୂରଭଞ୍ଜ ଜିଲାର ବାମନଘାଟୀ ଉପଖଣ୍ଡରେ ପାଦ ଥାପିଛି କରୋନା। ବହଳଦା ବ୍ଲକ ଇଲାକାର ଦୁଇ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ବିଭିନ୍ନ ଡାକ୍ତଖାନା ବୁଲି ବୁଲି ନିଜର ଅସୁସ୍ଥତାର…
Read More...

ସୁସ୍ଥ ହୋଇ ଫେରିଲେ ସିନ୍ଧେକେଲାର ୩ କରୋନା ବିଜୟୀ

ସିନ୍ଧେକେଲା : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସଂଗରୋଧ କେନ୍ଦ୍ରରୁ ମହାରାଷ୍ଟ୍ର ଫେରନ୍ତା ସ୍ଥାନୀୟ ପୁଟେଲ ପଡାର ଜଣକୁ ଗତ ୨୩ ମଇରେ ପ୍ରଥମ କରୋନା ରୋଗୀ ଭାବରେ ଚିହ୍ନଟ କରାଯାଇ ଚିକିତ୍ସା ପାଇଁ…
Read More...

ଦିଲ୍ଲୀରେ କରୋନା ରେକର୍ଡ ; ଗୋଟିଏ ଦିନରେ ୧୨୯୫ ସଂକ୍ରମିତ

ନୂଆଦିଲ୍ଲୀ : ରବିବାର ଦିନ ଦିଲ୍ଲୀରେ କରୋନା ସଂକ୍ରମିତ ସଂଖ୍ୟା ରେକର୍ଡ ଭାଙ୍ଗଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୫ ଜଣ କରୋନା ସଂକ୍ରମତି ହୋଇଛନ୍ତି। ଏହା ହେଉଛି ଦିଲ୍ଲୀରେ ଗୋଟିଏ ଦିନରେ ରେକର୍ଡ ହୋଇଥିବା ସର୍ବାଧିକ…
Read More...

ଲଜ୍ଜା : କରୋନା ୱାର୍ଡରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ବରିଷ୍ଠ ଡାକ୍ତର ଫେରାର

ରାଞ୍ଚି : ଝାଡଖଣ୍ଡର ରିମ୍ସ (RIMS) ହସ୍ପିଟାଲରୁ ଏକ ଲଜ୍ଜାଜନକ ଖବର ଆସିଛି। କରୋନା ୱାର୍ଡରେ କାର୍ଯ୍ୟରତ ଜଣେ ଜୁନିୟର ମହିଳା ଡାକ୍ତରଙ୍କୁ ଜଣେ ସିନିୟର ଡାକ୍ତର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ…
Read More...

ସିନ୍ଧେକେଲାରେ ଆଉ ୨ଜଣ କରୋନା ରୋଗୀ ଚିହ୍ନଟ : ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ସିନ୍ଧେକେଲା/ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା କ୍ୱେରାଣ୍ଟାଇନ ସେଣ୍ଟରରୁ ପୁଣି ଆଉ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହେବାରୁ ଅଞ୍ଚଲରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଥମ…
Read More...

ବଲିଉଡ଼ ଅଭିନେତା କିରଣ କୁମାର କରୋନା ପଜିଟିଭ୍‍

ମୁମ୍ବଇ: ଲୋକପ୍ରିୟ ବଲିଉଡ ଅଭିନେତା କିରଣ କୁମାର କରୋନାର ଶୀକାର ହୋଇଥିବା ଜଣାପଡିଛି। ତାଙ୍କ ରିପୋର୍ଟ ପଜିଟିଭ୍‍ ଆସିଥିବା କିରଣ ନିଜେ ସୂଚନା ଦେଇଛନ୍ତି। ମିଳିଥିବା ଖବର ମୁତାବକ, କିରଣଙ୍କଠାରେ କରୋନା ଭାଇରସର…
Read More...

ପ୍ରଧାନମନ୍ତ୍ରୀଙ୍କୁ ଦେଖି ମୁହଁ ବୁଲାଇଦେଲେ ସ୍ବାସ୍ଥ୍ୟକର୍ମୀ, ଭିଡିଓ ଭାଇରାଲ

ବ୍ରସେଲ୍ସ: ବେଲ୍‌ଜିୟମ ପ୍ରଧାନମନ୍ତ୍ରୀ ସୋଫୀ ବିଲ୍‌ମେସ୍‌ ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଛନ୍ତି। ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କ ସହିତ ବ୍ରସେଲ୍ସର ସେଣ୍ଟ ପିଟର ହସ୍ପିଟାଲ ଗସ୍ତ କରିବା ସମୟରେ ଅଡୁଆ…
Read More...

କରୋନା ଦୁଃଖ: ଏପଟେ ରୋଜଗାର, ସେପଟେ ଭୋକ

ବଲାଙ୍ଗିର : କରେନା ଓ ଲକଡାଉନ୍। ଅନେକଙ୍କ ପାଇଁ ଦୁଃଖର କାରଣ। ଆମ ଚାରିପଟେ ପଇଁତରା ମାରୁଛି କେବଳ ସମସ୍ୟା ହିଁ  ସମସ୍ୟା। କାହା ମୁହଁରେ ଖୁସି ନାହିଁ। ସମସ୍ତେ ପାଲଟିଛନ୍ତି ପରିସ୍ଥିତିର ଦାସ। କରୋନା ଓ ଲକଡାଉନ୍…
Read More...

ଏଣିକି କରୋନା ରୋଗୀ ଚିହ୍ନଟ କରିବ କୁକୁର, ବ୍ରିଟେନ୍ ତାଲିମ ଆରମ୍ଭ

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି। ଏହାର ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଦେଶ ପକ୍ଷରୁ ବିଭିନ୍ନ ପରୀକ୍ଷଣ କରାଯାଉଛି। ଏହି ପରୀକ୍ଷଣ ମଧ୍ୟରେ ବ୍ରିଟେନ ଗୋଟିଏ ପାଦ ଆଗକୁ ଆସି ଏକ ଭିନ୍ନ…
Read More...