Browsing Tag

Corona

କରୋନା ୧୦୦ ବର୍ଷର ସବୁଠୁ ବଡ଼ ସ୍ବାସ୍ଥ୍ୟ ଓ ଆର୍ଥିକ ସଙ୍କଟ: ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ୧୦୦ ବର୍ଷର ସବୁଠୁ ବଡ଼ ସ୍ବାସ୍ଥ୍ୟ ଏବଂ ଆର୍ଥିକ ସଙ୍କଟ ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର…
Read More...

କୋଭିଡ ନିୟମ ଉଲ୍ଲଂଘନ; ୩ ଜଣଙ୍କ ନାଁରେ ମାମଲା

ଝାରସୁଗୁଡ଼ା: ବାହାର ରାଜ୍ୟରୁ ଆସି ହୋମ୍‌ କ୍ବାରେଣ୍ଟାଇନରେ ରହୁଥିବା ଲୋକେ ନିୟମ ଉଲ୍ଲଂଘନ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲା ପ୍ରଶାସନ ଦୃଷ୍ଟାନ୍ତମୂଳକ…
Read More...

ଭାରତରେ ୧୮ ହଜାର ଟପିଲା କରୋନା ମୃତ୍ୟୁ, ଦିନକରେ ସର୍ବାଧିକ ୨୦ ହଜାର ୯୦୩ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୮ ହଜାର ଟପିଛି। ଗତ ୨୪ ଘଣ୍ଟାରେ ୩୭୯ ରୋଗୀ ପ୍ରାଣ ହରାଇଥିବାବେଳେ ଶୁକ୍ରବାର ସୁଦ୍ଧା ଦେଶରେ ମୋଟ ୧୮ ହଜାର ୨୧୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଗୋଟିଏ ଦିନରେ…
Read More...

ଭାରତରେ ୧୭ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ପୁଣି ୧୮ ହଜାର ୬୫୩ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ମୃତ୍ୟୁ ସଂଖ୍ୟା ବୁଧବାର ୧୭ ହଜାର ଅତିକ୍ରମ କରିଛି। ଦେଶରେ ଗତ ୨୪ ଘଣ୍ଟାରେ ୫୦୭ ଜଣ ଏହି ମହାମାରୀ ଭୂତାଣୁରେ ପ୍ରାଣ ହରାଇଥିବାବେଳେ ଏବେ ସୁଦ୍ଧା ମୋଟ ୧୭ ହଜାର ୪୦୦ ରୋଗୀଙ୍କ ଜୀବନ…
Read More...

ରାଜ୍ୟରେ ୨୪୫ ନୂଆ ସଂକ୍ରମିତ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ ୯୬

ଭୁବନେଶ୍ଵର: ରାଜ୍ୟରେ ସୋମବାର ଆଉ ୨୪୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ…
Read More...

କରୋନା ପ୍ରଭାବିତ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ଵ ଏବେ ମହାମାରୀ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରୁଛି। କୋଭିଡ-୧୯ କେବଳ ଏକ ଶାରିରୀକ ରୋଗ ନୁହେଁ, ଯାହା ଲୋକଙ୍କ ଜୀବନ ପାଇଁ ବିପଦ। ଏହାର ଆମର ଧ୍ୟାନକୁ ଅସୁସ୍ଥ ଜୀବନଶୈଳୀଗୁଡ଼ିକ ପ୍ରତି…
Read More...

ଭୟଙ୍କର ହେଉଛି କରୋନା: ୭ ଦିନରେ ୧ ଲକ୍ଷରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଦେଶରେ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ପ୍ରତିଦିନ ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢ଼ି ଚାଲିଛି। ଦେଶରେ ଦୈନିକ ସଂକ୍ରମଣ ଶନିବାର ୧୮ ହଜାର ଅତିକ୍ରମ କରିଛି। ଅର୍ଥାତ ଗୋଟିଏ…
Read More...

କରୋନା ସନ୍ଦେହରେ ମା’ବାପାଙ୍କୁ ଘରେ ତାଲା ପକାଇଲା ପୁଅ, ମିଳିଲା ମୃତଦେହ

ଗାଜିଆବାଦ: ରୋଗାକ୍ରାନ୍ତ ମା’ବାପାଙ୍କୁ ପୁଅ ଚିକିତ୍ସା ନ କରି କରୋନା ହୋଇଥିବା ସନ୍ଦେହରେ ଘରେ ବନ୍ଦ କରି ତାଲା ପକାଇଦେଲା। ୨ ଦିନ ପରେ କବାଟ ଖୋଲିବାରୁ ମା’ବାପାଙ୍କ ମୃତଦେହ ମିଳିଲା। ଏଭଳି ଦୁଃଖଦ ଘଟଣା ଘଟିଛି…
Read More...

ଅମାନବୀୟ: କରୋନାରୁ ସୁସ୍ଥ ପରେ ବି ଘର ମନା, ହସ୍ପିଟାଲରୁ ନେଉନାହାନ୍ତି ପରିବାର ଲୋକେ

ହାଇଦ୍ରାବାଦ: କରୋନା କଷ୍ଟଠାରୁ ବଳିଯାଉଛି ରୋଗୀ ପ୍ରତି ଲୋକଙ୍କ କ୍ରୂର ଚିନ୍ତାଧାରା। ରୋଗୀ ସୁସ୍ଥ ହେବା ପରେ ବି ତା’ ପ୍ରତି ମଣିଷର ମନୋଭାବରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଖୋଦ ପରିବାର ଲୋକେ ମଧ୍ୟ ରୋଗୀଙ୍କୁ…
Read More...

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, କରୋନା ସାଙ୍ଗକୁ ନିମୋନିଆରେ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଭୂତାଣୁରେ ସଂକ୍ରମିତ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ସେ ଏବେ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ…
Read More...