Browsing Tag

Corona

ବିଗୁଡ଼ୁଛି ବଡ଼ମ୍ବା ବ୍ଲକରେ କରୋନା ସଂକ୍ରମଣ ସ୍ଥିତି

ବଡ଼ମ୍ବା : ଅନଲକ୍ -୪ ପରେ ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ବିଗୁଡ଼ୁଥିବା ଦେଖାଯାଉଛି। ଗ୍ରାମାଞ୍ଚଳରେ ହେଉ କି ସହରାଞ୍ଚଳରେ ଯେଉଁଠି ବି ଗୋଟିଏ ପ୍ୟାଚରେ ଅବା ପଡ଼ାରେ ସ୍ୱେଛାକୃତ କୋଭିଡ୍ ଟେଷ୍ଟ କରାଯାଉଛି ସେଠି…
Read More...

ଚାରି କୋଭିଡ୍ ଯୋଦ୍ଧାଙ୍କ ସମେତ ୮୪ ନୂଆ ସଂକ୍ରମିତ ଚିହ୍ନଟ, ୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଫୁଲବାଣୀ : କନ୍ଧମାଳରେ ଆଜି ପୁଣି ୮୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇ ଜିଲ୍ଲାର ସଂକ୍ରମିତ ସଂଖ୍ୟା ୨୫୨୦ରେ ପହଞ୍ଚିଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୪ଜଣ କରୋନା ଯୋଦ୍ଧା ଅଛନ୍ତି। ସଂକ୍ରମିତଙ୍କ ମଧ୍ୟରେ…
Read More...

ଅର୍ଜୁନଙ୍କ ପରେ ଏବେ କରୋନା କବଳରେ ମଲାଇକା

ମୁମ୍ବଇ: ଅର୍ଜୁନ କପୁରଙ୍କ ପରେ ଏବେ ତାଙ୍କ ପ୍ରେମିକା ବୋଲାଉଥିବା ଅଭିନେତ୍ରୀ ମଲାଇକା ଅରୋରା କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ସୂଚନା ଦେଇଛନ୍ତି ମଲାଇକା। ସେ ବର୍ତ୍ତମାନ ହୋମ୍‍…
Read More...

ନବରଙ୍ଗପୁରରେ ପୁଣି ୪୬ କରୋନା ଆକ୍ରାନ୍ତ ଚିହ୍ନଟ, ଜିଲାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ଗୋଟିଏ ଦିନରେ ପୁଣି ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ୧୨୯୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୮୯୪ ଜଣ ସୁସ୍ଥ ହୋଇଥିବାବେଳେ ୩୯୫…
Read More...

କର୍ମଚାରୀଙ୍କୁ କରୋନା ଯୋଗୁଁ ମାଣତ୍ରୀରେ ବ୍ୟାଙ୍କ ସିଲ୍‍

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମଙ୍ଗଳବାର ବ୍ୟାଙ୍କକୁ ସିଲ କରାଯାଇଛି। ଅନ୍ୟ କର୍ମଚାରୀଙ୍କର…
Read More...

କରୋନାରୁ ଭଲ ହେବା ପରେ କେଉଁ ସମସ୍ୟା ଦେଖା ଦେଇପାରେ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮,୭୬୧ ଟି ନୂଆ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ପ୍ରତି…
Read More...

୨୬ ଜିଲ୍ଲାରେ ହଜାରେ ଉପରେ ସଂକ୍ରମଣ: ୬୮% ପୁରୁଷ ସଂକ୍ରମିତ, ୧୫ରୁ ୪୦ ବର୍ଷ ବୟସ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ

ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା କଟକଣା ସତ୍ୱେ ଏତେ ସଂଖ୍ୟକ ସଂକ୍ରମଣ ବୃଦ୍ଧି ପାଇବା ଓ ୩୦ଟି ଜିଲ୍ଲା ମଧ୍ୟରୁ ୨୬ଟିରେ ସଂକ୍ରମଣ ସଂଖ୍ୟା ହଜାରେ ଉପରେ ରହିବା ଆଗାମୀ ଦିନରେ ଏହାର…
Read More...

ରାଜ୍ୟରେ ଆଜି ସୁସ୍ଥ ହେଲେ ୨ ହଜାର ୫୦୩ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି ୨ ହଜାର ୫୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଖୋର୍ଦ୍ଧାରୁ ସର୍ବାଧିକ ୩୬୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୮୧, ଗଂଜାମରୁ…
Read More...

ରାଜ୍ୟରେ ଆଜି ସର୍ବାଧିକ ୩ ହଜାର ୩୮୪ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ସର୍ବାଧିକ ୩ ହଜାର ୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ହଜାର ୧୨୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧ ହଜାର ୨୫୬ ଜଣ ସ୍ଥାନୀୟ ଅଂଚଳର ବୋଲି…
Read More...

ୟୁରୋପୀୟ ରାଷ୍ଟ୍ରରେ ୪୦% ଲୋକଙ୍କୁ କୋଭିଡ-୧୯ ଟୀକାକରଣ ଲକ୍ଷ୍ୟ

ୟୁରୋପୀୟ ରାଷ୍ଟ୍ରଗୁଡିକ ପ୍ରାରମ୍ଭିକ ଟୀକାକରଣ ପାଇଁ ସ୍ଥିର କରିଥିବା ଲୋକଙ୍କ ସଂଖ୍ୟା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ସଂଖ୍ୟା ଠାରୁ ଦୁଇଗୁଣ ଅଧିକ ତେଣୁ ପ୍ରାୟ ୨୦ ପ୍ରତିଶତ ପିଡୀତଙ୍କ ପାଇଁ ଟିକା…
Read More...