Browsing Tag

Corona

ମୋଦୀ ଦୋହରାଇଲେ ଥ୍ରୀଟି’ର ଗୁରୁତ୍ୱ, କହିଲେ ଚିନ୍ତା ବଢ଼ାଇଛି ୭ ରାଜ୍ୟର ୬୦ ଜିଲ୍ଲା

ଦେଶର ସାତୋଟି ରାଜ୍ୟରେ କେବଳ ୬୦ ଟି ଜିଲ୍ଲା ଚିନ୍ତାର କାରଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏକ କରୋନା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି। ଦେଶର ୭ଟି ଅଧିକ କରୋନା ସଂକ୍ରମିତ ରାଜ୍ୟ ଓ…
Read More...

ଖୁବ୍ ଶୀଘ୍ର ଆସିବ ଦ୍ଵିତୀୟ କରୋନା ଟୀକା, ଘୋଷଣା କଲେ ରୁଷ ରାଷ୍ଟ୍ରପତି ପୁତିନ

ରୁଷ କରୋନା ମହାମାରୀ ପ୍ରତିହତ କରିବା ପାଇଁ ପ୍ରଥମ ଟୀକାର ବ୍ୟବହାର କରୁଥିବା ବେଳେ ଖୁବ ଶୀଘ୍ର ଦ୍ୱିତୀୟ ଟିକା ପଞ୍ଜିକରଣ କରିବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ସୂଚନା ଦେଇଛନ୍ତି। ସ୍ପୁଟନିକ୍ ପକ୍ଷରୁ ମିଳିଥିବା…
Read More...

ଦେଶର କରୋନା ଆରୋଗ୍ୟ ହାର ସକ୍ରିୟ ସଂକ୍ରମିତଙ୍କଠାରୁ ଅଧିକ

ଦେଶରେ ଦୈନିକ କରୋନା ଆରୋଗ୍ୟ ହାର କ୍ରମାନ୍ୱୟରେ ପଞ୍ଚମଦିନ ପାଇଁ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କଠାରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ଭିତରେ ୮୯ ହଜାର ୭୪୬ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି।…
Read More...

କରୋନାରେ ପୂର୍ବତନ ନଗରପାଳଙ୍କ  ପରଲୋକ

ବୋଲଗଡ : ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ବିଜେପି ଯୁବମୋର୍ଚ୍ଚାର ସଭାପତି ତଥା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ସତ୍ୟନାରାୟଣ ସେନାପତି(୪୦)ଙ୍କର ମହାମାରୀ କରୋନା ରୋଗରେ ପରଲୋକ ଘଟିଛି। ସେ ପୂର୍ବରୁ…
Read More...

କରୋନା ସଙ୍କଟ : ଟିକସ ସଂଗ୍ରହ ୨୨.୫% ଖସିଲା

ନୂଆଦିଲ୍ଲୀ : କରୋନା ମହାମାରୀର ବଡ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡିଥିବାବେଳେ ଏବେ ଟିକସ ରାଜସ୍ବ ସଂଗ୍ରହ ଉପରେ ଏହା ଅନୁଭୂତ ହୋଇଛି। କାରଣ ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୈମାସରେ ଟିକସ ସଂଗ୍ରହରେ ବୃହତ୍‌…
Read More...

କନ୍ଧମାଳରେ ୭୮ ନୂଆ ସଂକ୍ରମିତ ଚିହ୍ନଟ, ପୁଣି ଜଣେ ମୃତ

ଫୁଲବାଣୀ : କନ୍ଧମାଳରେ  ଆଜି ସରକାରୀ ଭାବେ ଜିଲ୍ଲାରେ ୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ସହ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଛି। ସଂକ୍ରମିତଙ୍କ ମଧ୍ୟରେ ୬ ଜଣ କୋଭିଡ୍ ଯୋଦ୍ଧା ଥିବା…
Read More...

ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ ; ପୁରୁଣାକଟକ ମେଡିକାଲରୁ ୬, ବଜାରରୁ ୧୦ କୋରୋନା ସଂକ୍ରମିତ ଚିହ୍ନଟ

ହରଭଙ୍ଗା : କିଛି ଦିନର ନୀରବତା ପରେ ହରଭଙ୍ଗା ବ୍ଲକ ଅଂଚଳରେ ପୁର୍ନବାର କୋରୋନାର ଲେଉଟାଣି ହୋଇଛି। ବ୍ଲକର ଦୁଇ ଜନଗହଳୀପୂର୍ଣ୍ଣ ସ୍ଥାନ ଚାରିଛକସ୍ଥିତ ବ୍ଲକ କାର୍ଯ୍ୟାଳୟରୁ ୯ଜଣ ଏବଂ ପୁରୁଣାକଟକ ମେଡିକାଲରୁ ୬ଜଣ ଏବଂ…
Read More...

କରୋନା ଯୋଦ୍ଧା ପୁଲିସ ଅଫିସର ସଂକ୍ରମିତ, ଜରୁରୀ ନଥିଲେ ଥାନାକୁ ଆସିବା ମନା

ପିପିଲି : ପିପିଲି ଅଞ୍ଚଳରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଜି ପିପିଲିରେ କରାଯାଇଥିବା ୧୩୫ ଜଣଙ୍କ ଆଣ୍ଟିଜେନ୍‍ ଟେଷ୍ଟ ମଧ୍ୟରୁ ୧୦ଜଣଙ୍କ…
Read More...

ନୀଳଗିରି ତହସିଲଦାର ଓ ଏନଏସି ଅଫିସରଙ୍କୁ କରୋନା

ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରି ତହସିଲଦାର ଅଶେଷ ନାୟକ ଏବଂ ଏନଏସି ନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ କରୋନାରେ ସଂକ୍ରମିତ ହୋଇଛନ୍ତି। ଉପରୋକ୍ତ ଦୁଇଜଣ ଅଫିସର ସଦାସର୍ବଦା ଲୋକଙ୍କୁ କରୋନା ମୁକାବିଲାରେ ସତର୍କ ଓ…
Read More...

ଉଦ୍ଧାର ପ୍ରେମିକ-ପ୍ରେମିକାଙ୍କୁ କରୋନା; ପୁଲିସ ଛାନିଆଁ

ନୀଳଗିରି: ଉଦ୍ଧାର ହୋଇଥିବା ପ୍ରେମିକ-ପ୍ରେମିକାଙ୍କୁ କରୋନା। ଏହି ଖବର ଜାଣିବା ପରେ ପୁଲିସ ଛାନିଆଁ ହୋଇପଡ଼ିଛି। ଉଦ୍ଧାର ହୋଇଥିବା ପ୍ରେମୀଯୁଗଳଙ୍କ ବିରୋଧରେ ପଦକ୍ଷେପ ନେବା ପରିବର୍ତ୍ତେ ପୁଲିସ ପକ୍ଷରୁ ସେମାନଙ୍କୁ…
Read More...