www.samajalive.in
Sunday, December 7, 2025
23.1 C
Bhubaneswar

୨୯ରେ ଅଯୋଧ୍ୟା ମାମଲା:ନୂତନ ଖଣ୍ଡପୀଠ କରିବ ଶୁଣାଣି

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର-ବାବରି ମସଜିଦ୍‍ ଜମି ବିବାଦ ମାମଲାର ଶୁଣାଣି ଏଣିକି ନୂଆ ଖଣ୍ଡପୀଠ ଦ୍ୱାରା ହେବ । ଏଥି ନିମନ୍ତେ ସୁପ୍ରିମ କୋର୍ଟ ପ୍ରଥମ ତାରିଖ ଧାର୍ଯ୍ୟ କରି ଅକ୍ଟୋବର ୨୯କୁ ଚୂଡ଼ାନ୍ତ କରିଛନ୍ତି ।
ପୂର୍ବରୁ ଏହି ମାମଲା ପ୍ରାକ୍ତନ ବିଚାରପତି ଦୀପକ ମିଶ୍ର, ଜଷ୍ଟସ ଏମ ଖନବିଲକର ଓ ଜଷ୍ଟିସ ଏସ ଅବଦୁଲଙ୍କ ଦ୍ୱାରା ୨.୧ ବହୁ ମତରେ ରାୟ ପ୍ରଦାନ କରିଥିଲେ । ୧୯୯୪ସମ୍ବିଧାନ ପିଠର ରାୟର ପୁର୍ନବିଚାରର ଆବଶ୍ୟକତା ନାହିଁ ବୋଲି ପୂର୍ବ ଖଣ୍ଡପିଠ ସ୍ପଷ୍ଟ କରିଥିଲେ । ଏଥିରେ ମସଜିଦ୍‍ରେ ନମାଜ ପଢିବା ଇସଲାମର ଅଭିନ୍ନ ଅଂଶବିଶେଷ ନୁହେଁ ବୋଲି ଉଲ୍ଲେଖ କରାଯାଇ ଥିଲା ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories