୨୯ରେ ଅଯୋଧ୍ୟା ମାମଲା:ନୂତନ ଖଣ୍ଡପୀଠ କରିବ ଶୁଣାଣି

0

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର-ବାବରି ମସଜିଦ୍‍ ଜମି ବିବାଦ ମାମଲାର ଶୁଣାଣି ଏଣିକି ନୂଆ ଖଣ୍ଡପୀଠ ଦ୍ୱାରା ହେବ । ଏଥି ନିମନ୍ତେ ସୁପ୍ରିମ କୋର୍ଟ ପ୍ରଥମ ତାରିଖ ଧାର୍ଯ୍ୟ କରି ଅକ୍ଟୋବର ୨୯କୁ ଚୂଡ଼ାନ୍ତ କରିଛନ୍ତି ।
ପୂର୍ବରୁ ଏହି ମାମଲା ପ୍ରାକ୍ତନ ବିଚାରପତି ଦୀପକ ମିଶ୍ର, ଜଷ୍ଟସ ଏମ ଖନବିଲକର ଓ ଜଷ୍ଟିସ ଏସ ଅବଦୁଲଙ୍କ ଦ୍ୱାରା ୨.୧ ବହୁ ମତରେ ରାୟ ପ୍ରଦାନ କରିଥିଲେ । ୧୯୯୪ସମ୍ବିଧାନ ପିଠର ରାୟର ପୁର୍ନବିଚାରର ଆବଶ୍ୟକତା ନାହିଁ ବୋଲି ପୂର୍ବ ଖଣ୍ଡପିଠ ସ୍ପଷ୍ଟ କରିଥିଲେ । ଏଥିରେ ମସଜିଦ୍‍ରେ ନମାଜ ପଢିବା ଇସଲାମର ଅଭିନ୍ନ ଅଂଶବିଶେଷ ନୁହେଁ ବୋଲି ଉଲ୍ଲେଖ କରାଯାଇ ଥିଲା ।

Leave A Reply