www.samajalive.in
Monday, December 8, 2025
14.1 C
Bhubaneswar

ଧନ ଓ ସମ୍ମାନ ହାସଲ କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ରବିବାରକୁ ସୂର୍ୟ୍ୟ ଦେବତାଙ୍କ ଦିନ ଭାବରେ ଜଣାଯାଏ । ସୂର୍ୟ୍ୟ ଦେବତ ହେଉଛନ୍ତି ଯଶ ବା ବୈଭବର ଦେବତା । ତାଙ୍କୁ ପୂଜା କରିବା ଦ୍ୱାରା ଧନ-ଧାନ୍ୟ ଓ ସୁଖ-ସମୃଦ୍ଧିରେ ଘର ପୁରି ଉଠେ ।

ଆପଣଙ୍କର ଆର୍ଥିକ ସଂକଟରେ ଗତି କରୁଛନ୍ତି କି? ଆପଣ ବହୁତ ଚେଷ୍ଟା କରି ମଧ୍ୟ ହାତରେ ଟଙ୍କା ରହୁନି ଏବଂ ଆପଣଙ୍କର ସମ୍ମାନହାନି ଘଟୁଛି ତେବେ ରବିବାର ଏହି ଉପାୟ ଗ୍ରହଣ କଲେ ଧନ ଓ ସମ୍ମାନ ଦୁଇଟି ଯାକ ଆପଣ ହାସଲ କରି ପାରିବେ ।  ଜାଣନ୍ତୁ ଉପାୟ….

- Advertisement -

ରବିବାର ରାତିରେ ଏକ ଗ୍ଲାସ୍ କ୍ଷୀର ଶେଯ ପାଖରେ ରଖି ଶୋଇବେ । ସାବଧାନରେ ଶୋଇବେ ଯେପରି ହାତ ବାଜି କ୍ଷୀର ଢାଳି ନ ଯାଏ । ପର ଦିନ ସକାଳୁ ଉଠି ସ୍ନାନ ସାରି ସେହି କ୍ଷୀରକୁ ନେଇ ବବୁଲ ଗଛ ମୂଳରେ ଢାଳିବେ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଆର୍ଥିକ ଅନଟନ ଦୂର ହେବା ସହ ସୁଖ ଓ ସମୃଦ୍ଧି ହାସିଲ ହେବ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories