www.samajalive.in
Monday, December 15, 2025
24.1 C
Bhubaneswar

୧୨ଫୁଟର ଅହିରାଜ ଉଦ୍ଧାର: ଦେଖନ୍ତୁ ଭିଡ଼ିଓ

ସୋର: ୧୨ଫୁଟର ଅହିରାଜ ସାପ ଉଦ୍ଧାର ହୋଇଛି । ବାଲେଶ୍ୱର ଜିଲା ସୋର ବ୍ଲକ ଗୋପିନାଥପୁର ପଞ୍ଚାୟତ ବାଉଁଶପାଳ ଗ୍ରାମର ସୁରେନ୍ଦ୍ର ସାମଲଙ୍କ ଘରବାଡିରେ ଲାଗିଥିବା ଏକ ଜାଲରୁ ସାପଟିକୁ ଉଦ୍ଧାର କରାଯାଇଛି । ଆଜି ସକାଳେ ସାପଟି ଜାଲରେ ଫସିଥିବା ଦେଖି ସ୍ଥାନୀୟ ଲୋକେ ଔପଦା ବନ ବିଭାଗକୁ ଖବର ଦେଇଥିଲେ । ରେଞ୍ଜର ହରିହର ମାଝୀଙ୍କ ନିର୍ଦେଶରେ ବନରକ୍ଷୀ ଫୁଲମଣୀ ମୁର୍ମୁ, ସାପଧରାଳି ଦେବେନ୍ଦ୍ର ରାଉତ ଓ ତ୍ରିଲୋଚନ ମହାଳିକ ପହଞ୍ଚି ସାପକୁ ଧରିଛନ୍ତି । ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି କୁଲଡିହା ଅଭୟାରଣ୍ୟରେ ଛାଡି ଦେଇଥିବା ଜଣାପଡିଛି ।

 

- Advertisement -

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories