ରାଜ୍ୟରେ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ଦରମା ବୃଦ୍ଧି

0

ଭୁବନେଶ୍ୱର: ରାଜ୍ୟ ସରକାର, ସରକାରୀ ଉଦ୍ୟୋଗ କର୍ମଚାରୀମାନଙ୍କର ଦରମା ବୃଦ୍ଧି କରିଛନ୍ତି । ୭ ବେତନ କମିଶନ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ଏହା ପିଛିଲା ଭାବରେ ୨୦୧୬ ଜାନୁଆରି ପହିଲାରୁ ଲାଗୁ ହେବ ।

Leave A Reply