www.samajalive.in
Saturday, December 13, 2025
26.1 C
Bhubaneswar

ମାଲେସିଆ ଓପନ୍ ବ୍ୟାଡମିଣ୍ଟନ – ଏଚ୍ ଏସ୍ ପ୍ରଣୟ, ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ପରାସ୍ତ

ଡେସ୍କ: ମାଲେସିଆ ଓପନ୍ ବ୍ୟାଡମିଣ୍ଟନରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଏଚ୍ ଏସ୍ ପ୍ରଣୟ ଆଜି କ୍ୱାଲାଲମ୍ପୁରରେ ପୁରୁଷ ଏକକ ପ୍ରି-କ୍ୱାର୍ଟର ଫାଇନାଲରେ ଚୀନର ଲି ଶିଫେଙ୍ଗଙ୍କ ଠାରୁ ୮-୨୧, ୨୧-୧୫, ୨୧-୨୩ରେ ପରାସ୍ତ ହୋଇଛନ୍ତି। ମହିଳା ଡବଲ୍ସ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ମଧ୍ୟ ଷୋଡଶ ପର୍ଯ୍ୟାୟରେ ଚୀନର ଝାଙ୍ଗ ଶୁଜିଆନ ଓ ଜିଆ ୟିଫାନଙ୍କ ଠାରୁ ୨୧-୧୫, ୧୮-୨୧, ୧୯-୨୧ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ମହିଳା ଏକକରେ ମାଳବୀକା ବଂଶୋଦ ଗୁରୁବାର ସନ୍ଧ୍ୟାରେ ରାଉଣ୍ଡ ଅଫ୍ ୧୬ ମ୍ୟାଚରେ ଚୀନର ହାନ୍ ୟୁଙ୍କୁ ଭେଟିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories