BJD Bijuli 480×75 Mob

ଅମିତ ଶାହାଙ୍କ କଳାହାଣ୍ଡି ଗସ୍ତ ନେଇ ପ୍ରସ୍ତୁତି ଶେଷ

BJD Bijuli 480×75 Mob
0

ଭବାନୀପାଟଣା : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସନ୍ତା ୪ତାରିଖ ଦିନ ୧୨.୩୦ ଭବାନୀପାଟଣା ରେ ପହଞ୍ଚିବେ ।କେବିକେର ୬ ଟି ଜିଲ୍କାକୁ ନେଇ ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ସମାବେଶରେ ଯୋଗଦେଇ ଆଗାମୀ ୨୦୧୯ ଓଡିଶା ୧୨୦ ମିଶନ ଲକ୍ଷ୍ୟ ନେଇ ନିର୍ବାଚନ ବିଗୁଲ ବଜାଇବେ । ପଶ୍ଚିମ ଓଡ଼ିଶା ସମେତ ୧୧ ଟି ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ଓ ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନାକରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ବିଜେପି ରାଜ୍ୟ ପ୍ରଭାରୀ ଗୋଲକ ମହାପାତ୍ର ଏବଂ ଅନ୍ୟ ନେତା ମାନେ ପ୍ରକାଶ କରିଛନ୍ତି । ଏହି ଅବସରରେ କଳାହାଣ୍ଡି ଜନତା ଯୁବମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତ ଗଞ୍ଜି  ବା ଟି-ସାର୍ଟକୁ ନେତାମାନେ ଉନ୍ମୋଚିତ କରିଛନ୍ତି।

Leave A Reply