ବରଗଡ଼: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଚାଲିଥିବା ଭୋଟ ଗଣତିର ୪ର୍ଥ ରାଉଣ୍ଡ ଶେଷ ହୋଇଛି। ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡିକୁ ମୋଟ ୩୧ ହଜାର ୨୮୬ ଖଣ୍ଡ ଭୋଟ ମିଳିଛି। ସେହିପରି ବିଜେପିକୁ ୭୯୨୧ ଏବଂ କଂଗ୍ରେସକୁ ୧୧୧୫ ଖଣ୍ଡ ଭୋଟ ମିଳିଛି। ଫଳରେ ବିଜେଡି ୨୩ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛି।
Popular Categories



