www.samajalive.in
Sunday, December 7, 2025
26.1 C
Bhubaneswar

ତମ୍ବା ମୁଦି ଧାରଣ କରିବାର ଲାଭ

ଲୋକମାନେ ନିଜ କୁଣ୍ଡଳୀରେ ଥିବା ଗ୍ରହମାନଙ୍କୁ ଶାନ୍ତ କରିବା ପାଇଁ ଏବଂ ଦୋଷ ଦୂର କରିବା ପାଇଁ ଅନେକ ଧାତୁର ମୁଦି ଧାରଣ କରିଥାନ୍ତି। ସମସ୍ତ ଗ୍ରହଙ୍କ ନିମନ୍ତେ ଅଲଗା ଅଲଗା ପ୍ରକାର ଧାତୁ ରହିଥାଏ। ସବୁ ଗ୍ରହମାନଙ୍କ ମଧ୍ୟରେ ସୂର୍ଯ୍ୟ ରାଜା ଅଟନ୍ତି। ଜ୍ୟୋତିଷଶାସ୍ତ୍ରରେ ତମ୍ବାକୁ ସୂର୍ଯ୍ୟଙ୍କ ପ୍ରିୟ ଧାତୁ କୁହାଯାଇଛି। ସୂର୍ଯ୍ୟଙ୍କ ସମ୍ବନ୍ଧିତ ଯେକୌଣସି ରୋଗରୁ ରକ୍ଷା ପାଇବା ପାଇଁ ତମ୍ବାର ମୁଦି ଆଙ୍ଗୁଠୀରେ ଧାରଣ କରିବା ଉଚିତ। ଆସନ୍ତୁ ଜାଣିବା ତମ୍ବାର ମୁଦି ଧାରଣ କରିବାର ଲାଭ ବିଷୟରେ ..
ସର୍ବପ୍ରଥମେ ତମ୍ବାର ମୁଦିକୁ ଅନାମିକା ଆଙ୍ଗଠୀରେ ଧାରଣ କରିବା ଉଚିତ। ଏହାଦ୍ୱାର ଆପଣଙ୍କ ଜନ୍ମ କୁଣ୍ଡଳୀରେ ସୂର୍ଯ୍ୟଙ୍କ ଦୋଷ ଦୂର ହୋଇଥାଏ।
ତମ୍ବାର ମୁଦି ପିନ୍ଧିବା ଦ୍ୱାରା ପେଟଜନିତ ରୋଗରୁ ମୁକ୍ତି ମିଳିଥାଏ।
ତମ୍ବାର ମୁଦି ଧାରଣ କରିବା ଦ୍ୱାରା ତାହା ବାରମ୍ବାର ଆମ ଶରୀର ସଂସ୍ପର୍ଶରେ ଆସିଥାଏ। ଏହାଦ୍ୱାରା ଆମ ଶରୀରକୁ ତମ୍ବାର ଔଷଧିୟ ଗୁଣ ମିଳିଥାଏ। ଏହା ଆମ ଶରୀରରେ ରକ୍ତ ସଫା କରିବାରେ ସାହାର୍ଯ୍ୟ କରିଥାଏ।
ତମ୍ବାର ପାତ୍ରରେ ପାଣି ପିଇବା ଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ। ଠିକ ସେହିପରି ତମ୍ବା ମୁଦି ପିନ୍ଧିବା ଦ୍ୱାରା ମଧ୍ୟ ଆମକୁ ଅନେକ ଲାଭ ମିଳିଥାଏ।
ତମ୍ବା ମୁଦି ପିନ୍ଧିବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହା ଆମ ମୁହଁରେ ଚମକ ମଧ୍ୟ ଆଣିଥାଏ।
ଏହି ମୁଦି ଧାରଣ କରିବା ଦ୍ୱାରା ହୃହରୋଗ ହେବାର ସମ୍ଭାବନ କମ ରହିଥାଏ।
ଏପରି ମୁଦି ପିନ୍ଧିବା ଦ୍ୱାରା ମାନସିକ ଓ ଶାରୀରିକ ଚିନ୍ତା ଦୂର ହୋଇଥାଏ। ଏହାସହ ରାଗ ଉପରେ ମଧ୍ୟ ନିୟନ୍ତ୍ରଣ ରହିଥାଏ।
ତମ୍ବା ମୁଦି କିମ୍ବା କଡା ଧାରଣ କରିବା ଦ୍ୱାରା ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories