www.samajalive.in
Monday, December 15, 2025
24.1 C
Bhubaneswar

ଦୁଇଟି ବେଆଇନ କରତକଳ ଉପରେ ଚଢ଼ାଉ, ୨୦ ଲକ୍ଷର ଯନ୍ତ୍ରାଂଶ ଜବତ

ସମାଜ ଡିଜିଟାଲ ଡେସ୍କ: କଟକ ଜିଲାର ୨ଟି ବେଆଇନ କରତକଳ ଉପରେ ଗୁରୁବାର ଭିଜିଲାନ୍ସ ବିଭାଗର ଫରେଷ୍ଟ ଓ୍ବିଙ୍ଗ ତରଫରୁ ଚଢ଼ାଉ କରାଯାଇଛି। ଗୋଟିଏ କରତ କଳ ଜଗତପୁର ଥାନା ଅନ୍ତର୍ଗତ ସତ୍ୟଭାମାପୁର ଗ୍ରାମରେ ଚାଲୁଥିବାବେଳେ ଅନ୍ୟଟି ନେମାଳ ଥାନା ବଳରାମପୁର ଗ୍ରାମରେ ଚାଲୁଥିଲା। କୌଣସି କରତ କଳର ଲାଇସେନ୍ସ ନ ଥିଲା। ଅଧିକାରୀମାନେ ଉଭୟ କରତ କଳକୁ ସିଲ୍ କରିଦେଇଛନ୍ତି। ସେଠାରୁ ମୂଲ୍ୟବାନ କାଠ, ଟ୍ରାକ୍ଟର ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଜବତ ହୋଇଛି, ଯାହାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories