ଭୁବନେଶ୍ୱର: ବାଣୀବିହାର ସତସଙ୍ଗ ପାର୍କ ଆଗରେ ବସ ଦୁର୍ଘଟଣାଗ୍ରସ୍ତ। ପୁଲିସ ଗାଡି ନିର୍ବାଚନ ଡ୍ୟୁଟିକୁ ଯିବାବେଳେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ଜଣ ମହିଳା ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ୯ଜଣ ମହିଳା ପୁଲିସ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Popular Categories



