ମତଦାନ ନୁହେଁ ସାମାନ୍ୟ ଦାନ: ମୋଦୀ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି । ଆପଣଙ୍କୁ କହିରଖୁଛୁ ଆଜି ସାରା ଦେଶର ୧୧ ରାଜ୍ୟରେ ୯୩ ଆସନ ପାଇଁ ମତଦାନ ହେଉଛି ।
ଏହି ଅବସରରେ ମୋଦୀ ମଧ୍ୟ ଅହମଦାବାଦରେ ପହଞ୍ଚି ମତଦାନ କରିଛନ୍ତି । ଏହି ଅବସରରେ ଅମିତ ଶାହ ମଧ୍ୟ ପୋଲିଂ ବୁଥ୍ ବାହାରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତଦାନ କରି ପୋଲିଂ ବୁତ୍ ବାହାରକୁ ଆସି ଆଙ୍ଗୁଠିରେ ଲାଗିଥିବା ନୀଳ ରଙ୍ଗ ଦେଖାଉଛନ୍ତି । ମୋଦୀଙ୍କ ପୂର୍ବରୁ ଅମିତ ଶାହ ମଧ୍ୟ ମତଦାନ କରିଥିଲେ ।
#WATCH | Prime Minister Narendra Modi shows his inked finger after casting his vote at a polling booth in Ahmedabad, Gujarat
#LokSabhaElections2024 pic.twitter.com/OI0LzIJ0dQ
— ANI (@ANI) May 7, 2024
ଲୋକଙ୍କ ସହ ଆଲୋଚନା କରି ପିଏମ ମୋଦୀ କହିଛନ୍ତି କି ପୁଣି କହିଛନ୍ତି କି ‘ସେ ଦେଶବାସୀଙ୍କୁ ଅପିଲ କରିବେ କରିବେ କି ସମସ୍ତେ ମତଦାନ କରନ୍ତୁ । ଏହା ସାମାନ୍ୟ ଦାନ ନୁହେଁ, ଏହାର ସ୍ବତନ୍ତ୍ର ମହତ୍ବ ରହିଛି । ଘରୁ ବାହାରକୁ ବାହାରନ୍ତୁ ଏବଂ ଗଣତନ୍ତ୍ରର ଉତ୍ସବରେ ଭାଗ ନିଅନ୍ତୁ ।’
Comments are closed.