www.samajalive.in
Monday, December 15, 2025
16.1 C
Bhubaneswar

ଡାଲମିଆ ସିମେଂଟର ମହେନ୍ଦ୍ର ସିଂଘୀଙ୍କୁ ‘ପର୍ସନ ଅଫ ଦି ଇୟର’ ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ସିମେଂଟ ପ୍ରମୁଖ ତଥା ଡାଲମିଆ ଭାରତ ଲିମିଟେଡର ଏକ ସହାୟକ କମ୍ପାନୀ ଡାଲମିଆ ସିମେଂଟ (ଭାରତ) ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ମହେନ୍ଦ୍ର ସିଂଘୀଙ୍କୁ ଇଣ୍ଡିଆନ ସିମେଂଟ ରିଭ୍ୟୁ ଏବଂ ଫାଷ୍ଟ କନଷ୍ଟ୍ରକ୍ସନ ସୋସାଇଟି ଦ୍ୱାରା ଦ୍ୱାଦଶ ସିମେଂଟ ଏକ୍ସପୋ’ରେ ଉଦ୍ୟୋଗକୁ କାର୍ବନ ମୁକ୍ତ କରି ଭାରତର ଭବିଷ୍ୟତକୁ ସଶକ୍ତ କରିବା ପାଇଁ ‘ପର୍ସନ ଅଫ ଦି ଇୟର’ ପୁରସ୍କାର ୨୦୨୧-୨୨ ପ୍ରଦାନ କରାଯାଇଛି । ଶିଳ୍ପ ପ୍ରସାର ଓ ଆଭ୍ୟନ୍ତରୀଣ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଅନିଲ ଅଗ୍ରୱାଲ ସିମେଂଟ ଏକ୍ସପୋ’ର ଦ୍ୱାଦଶ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଶ୍ରୀ ସିଂଘୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ଜାତିସଂଘର ସିଓପି ପ୍ରେସିଡେନ୍ସି ଦ୍ୱାରା ଶ୍ରୀ ସିଂଘୀଙ୍କୁ ସିଓପି ୨୬ ବିଜନେସ୍ ଲିଡର ଭାବେ ନାମିତ କରାଯାଇଛି । କାର୍ବନ ପ୍ରାଇସିଙ୍ଗ ଲିଡରସିପ ଗଠବନ୍ଧନ ଅଧୀନରେ ଥିବା ୱାର୍ଲ୍ଡ ବ୍ୟାଙ୍କ ଗ୍ରୁପ ମଧ୍ୟ ତାଙ୍କୁ କାର୍ବନ ପ୍ରାଇସିଙ୍ଗ ଚାମ୍ପିଅନ ଭାବେ ନାମିତ କରିଛି ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories