www.samajalive.in
Sunday, December 7, 2025
14.1 C
Bhubaneswar

କାମରେ ଲାଗୁନି ମମତା ଗୃହ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡ଼ା ପଞ୍ଚାୟତ ଗାଲଫୁଲା ‘କ’ ମମତା ଗୃହଟି ଏକ ବର୍ଷ ଧରି ଠିକାଦାର ହସ୍ତାନ୍ତର କରିନାହାନ୍ତି। ଯାହା ଫଳରେ ମମତା ଗୃହଟି କାମରେ ଲାଗି ପାରୁନାହିଁ। ପାଟଣା ବ୍ଲକ ଟାଙ୍ଗରପଡ଼ା ଗ୍ରାମପଞ୍ଚାୟତର ଗାଲଫୁଲା ଅଙ୍ଗନବାଡ଼ି କେନ୍ଦ୍ର ‘କ’ ପାଖରେ ଥିବା ଏହି ମମତା ଗୃହଟି ଏକ ବର୍ଷ ହେଲା କାମ ସରିଲାଣି। ଆଜି ପର୍ଯ୍ୟନ୍ତ ଆଶାକର୍ମୀ ବା ଅଙ୍ଗନବାଡ଼ି କର୍ମୀଙ୍କୁ ଏପର୍ଯ୍ୟନ୍ତ ଘରଟିକୁ ହସ୍ତାନ୍ତର କରାଯାଇନାହିଁ। ଘରଟିର ତାଲା ନାହିଁ କି ପଙ୍ଖା ଆଦି ଲାଗି ନଥିବା ଅଭିଯୋଗ କରିଛନ୍ତି ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀ । ଘଟଣା ପ୍ରତି ସିଡିପିଓ ଏବଂ ବିଡିଓ ନଜର ଦେବାକୁ ସାଧାରଣରେ ଦାବି ହୋଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories