www.samajalive.in
Sunday, December 7, 2025
14.1 C
Bhubaneswar

ବରଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ ; ଜଣେ ମୃତ

କୋରାପୁଟ : ଆଜି ଜୟପୁରରୁ ବାହାରିଥିବା ଏକ ବରଯାତ୍ରୀ ବସ ଦୁର୍ଘଟଣା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି।    ଜୟପୁରର,ପୁରୁଣାଗଡରୁ ଉଦୟଗିରି ଯାଉଥିବା ବରଯାତ୍ରୀ ବସ କୋରାପୁଟ ଜିଲା ଦେଓଘାଟି ଫୁଲ ବଗିଚା ସମ୍ମୁଖରେ ଓଲଟି ପଡିଛି। ଏ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ୧୪ ଜଣ ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳକୁ ପ୍ରଥମେ କୋରାପୁଟ ଟାଉନ ପୁଲିସ ଏ ଏସ ଆଇ ଶରତ ଚନ୍ଦ୍ର ବିଶୋଇ ୧୧୨ ଏମରଜେନ୍ସି ଡ୍ରାଇଭର ତରୁଣ କୁମାର ଖରା ଏବଂ କୋରାପୁଟ ଟାଉନ ପୁଲିସ ପହଞ୍ଚିଥିଲେ। ମୃତ ଓ ଆହତ ମାନଙ୍କୁ ମେଡିକାଲ ପଠାଇଥିଲେ। ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories