www.samajalive.in
Sunday, December 7, 2025
26.1 C
Bhubaneswar

ଲ୍ୟାମ୍ପରେ ତାଲାପକାଇ କର୍ମଚାରୀଙ୍କ ଧାରଣା

ପାପଡାହାଣ୍ଡି: ପାପଡାହାଣ୍ଡି ଓ ମଇଦଲପୁର ସମବାୟ ସମିତିର କର୍ମଚାରୀମାନେ ୫ ଦଫା ଦାବି ନେଇ ଗତ ୧୪ ତାରିଖରୁ ଧାରଣାରେ ବସିବା ସହ କାର୍ୟ୍ୟାଳୟରେ ତାଲାପକାଇ ଧାରଣା ରେ ବସିଛନ୍ତି କର୍ମଚାରୀ। ପାପଡାହାଣ୍ଡି ସମବାୟ ସମିତି ପରିଚାଳନା ନିର୍ଦେଶକ ଇସ୍ମାଇଲ ସନଫୁଲ, ଶାଖା ପରିଚାଳକ ମହେନ୍ଦ୍ର ଲେଙ୍କା, ଦିଲୀପ ହରିଜନ, କୃତିବାସ ଗୌଡ଼, ବିଶ୍ୱନାଥ ମାଳି, ଅଶ୍ୱିନୀ ପଟ୍ଟନାୟକ, ଦେବ ନାୟକ, ଲଇଖନ ଭତରା ପ୍ରମୁଖ କାର୍ୟ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଦାବି ପୂରଣରେ ବିଳମ୍ବ କରାଯାଉଥିବାରୁ ସମବାୟ ସମିତି ତାଲା ଝୁଲୁଛି।

 

- Advertisement -

ଯଦ୍ୱାରା ବର୍ତମାନ ରବି ଚାଷ ଲାଗି ଚାଷି ରଣ ଓ ସାର ପାଇ ପାରୁନାହାନ୍ତି। ଆସନ୍ତା ମାସ ଡିସେମ୍ବର ୧୦ ତାରିଖରେ ଧାନ ମଣ୍ଡି ଶୁଭାରମ୍ଭ କାର୍ୟ୍ୟ ରହିଥିବା ବେଳେ ଦାବି ପୂରଣ ନ ହେଲେ ମଣ୍ଡି କାମ ବି ବାଧା ପ୍ରାପ୍ତ ହେବା ଦେଖାଦେଇଛି। କର୍ମଚାରୀ ମାନେ ଦାବି କରିଛନ୍ତି ଯେ,୨୭୦୮ କର୍ମଚାରୀ ମାନଙ୍କୁ ସରକାରି ମାନ୍ୟତା ପ୍ରଦାନ କରାଯାଉ, ୭ମ ବେତନ କମିଶନ ଅନୁସାରେ ବେତନ ପ୍ରଦାନ, କରୋନା ସମୟରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କୁ ୫୦ଲକ୍ଷ ଟଙ୍କା ପ୍ରଦାନ, ସମବାୟ ରେ ତ୍ରୀ ସ୍ତରୀୟ ବ୍ୟବସ୍ଥା ଉଛେଦ ସହ ୫ ଲକ୍ଷ ସ୍ୱାସ୍ଥ୍ୟ ବୀମା ପ୍ରଦାନ ଲାଗି ଦାବି କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories