www.samajalive.in
Monday, December 15, 2025
24.1 C
Bhubaneswar

ପୀଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବକ୍ସିଂ ପ୍ରତିଯୋଗିତା।

ଗୋପାଳପୁର: ପୀଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରି ଷ୍ଟେସନ ଠାରେ କ୍ରୀଡା ମହୋତ୍ସବ (ବକ୍ସିଂ) ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ପ୍ରତିଯୋଗିତାରେ ବନ୍ଧମୁଣ୍ଡା, ପୂରୀ , ସମ୍ବଲପୁର ନମ୍ୱର ୨, ସୁନ୍ଦରଗଡ଼ ଏବଂ ଗୋପାଳପୁର କେନ୍ଦ୍ରିୟ ବିଦ୍ୟାଳୟର ସମୁଦାୟ ୧୭ ଜଣ ପ୍ରତିଭାଗି ଅଂଶ ଗ୍ରହଣ କରିଥିଲେ। ମୂଖ୍ୟ ଅତିଥି ଭାବେ ଆର୍ମି ଏଡି ସେଣ୍ଟରର ଡେପୁଟି କମାଣ୍ଡ।ଣ୍ଟ କର୍ଣ୍ଣେଲ ଜିତେନ୍ କୁମାର ଏବଂ ସମ୍ମାନିତ ଅତିଥି ଭାବେ ଆର୍ମି ମୁଖ୍ୟ ଶିକ୍ଷା ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରତାପ ରଜନିଶ୍ ସିଂହ ଯୋଗ ଦେଇ କ୍ରିଡ଼ା ପ୍ରତିଯୋଗୀତାର ଶୁଭାରମ୍ଭ କରିଥିଲେ। ନିର୍ଣ୍ଣାୟକ ଭାବେ ବକ୍ସିଂ ଆସୋସିଏସନର ସେକ୍ରେଟାରୀ କବିରାଜ ଗୌଡ଼ ଏବଂ ତାଙ୍କ ସହଯୋଗୀ ମାନଙ୍କ ତତ୍ବାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଖେଳ ପ୍ରଶିକ୍ଷକ ଦିନେଶ ସୁଖ କୁମାରୀ ଏବଂ ଅନ୍ୟ ଶିକ୍ଷକ ମାନେ ସମ୍ମିଳିତ ଭାବରେ ପ୍ରତିଯୋଗିତାର ପରିଚାଳନା କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories