ଡେସ୍କ: କେନ୍ଦୁଝର ରୁଗୁଡ଼ି ଥାନା ବରପଦା ସ୍ଥିତ କେ. ଜେ. ଏସ୍. ଆହ୍ଲୁୱାଲିଆ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ସମ୍ପୃକ୍ତ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ଣ୍ଣେସରେ ଲିକ ହେବା ଯୋଗୁ ବିସ୍ଫୋରଣ ଘଟିଥିବା ପ୍ରାଥମିକ ଭାବେ କୁହାଯାଇଛି। ଏହି ବିସ୍ଫୋରଣ ସମୟରେ ଇଣ୍ଡକ୍ସନ ଫର୍ଣ୍ଣେସରୁ ତରଳ ଧାତୁ ଛିଟିକି ପାଖରେ ଠିଆ ହୋଇଥିବା ଏକ ଗାଡି ଉପରେ ପଡିଥିଲା ଯାହା ଫଳରେ ହାଇୱାର ପଛଭାଗ ପୋଡ଼ି ଯାଇଛି। ଦୁର୍ଘଟଣାରେ ଧନଜୀବନ ହାନି ନେଇ କୌଣସି ସୂଚନା ମିଳିନାହିଁ।
Popular Categories



