www.samajalive.in
Monday, December 15, 2025
24.1 C
Bhubaneswar

ଗଡ଼ଭିତର ରାମଲୀଳା, ସୀତାଚୋରି ନାଟକ ମଞ୍ଚସ୍ଥ

ବୌଦ୍ଧ: ବୌଦ୍ଧ ବ୍ଲକ ବାଉଁଶୁଣି ପଞ୍ଚାୟତ ଗଡ଼ଭିତର ରାମଲୀଳା ନାଟ୍ୟ ଉତ୍ସବର ସୀତାଚୋରି ନାଟକ ମଞ୍ଚସ୍ଥ ହୋଇଯାଇଛି। ସ୍ବର୍ଗତ ଭାଗବତ ପୁରୋହିତଙ୍କ ରଚିତ ନାଟକକୁ ନାରାୟଣ ଦେହୁରୀ ନିର୍ଦେଣନା ଦେଇଥିବା ବେଳେ ସଂଗୀତରେ ସଜାଇଥିଲେ ନିଳାମ୍ବର- ଦୁର୍ୟ୍ୟୋଧନ ଯୋଡି। ନାଟକରେ ରାମ- ରଞ୍ଜନ ନାଏକ, ଲକ୍ଷ୍ମଣ ବିମଲ ବେହେରା, ସୀତା- ଚୌଧୁରୀ ନାଏକ, ରାବଣ- ସଂଗ୍ରାମ ଦେହୁରୀ, ମନ୍ଦୋଦରି, ସନ୍ତୋଷ ମହାଲିକ, ମନ୍ଦୋଦରୀ- ଶିବଶଙ୍କର ସାହୁ, ଖର- ହରି ଦେହୁରୀ, ଦୁଷଣ- ପ୍ରଶାନ୍ତ ପାଣ୍ଡେ, ତ୍ରିଶିରା- ଲାଲମଣି ମହାଲିକ, ମାରିଚ- ଗଦାଧର ଗାଇଗୌରିଆ ଓ ଜଟାୟୁ ଆଦି ଭୂମିକାରେ ପ୍ରକାଶ ବେହେରା ପ୍ରମୁଖ ଅଭିନୟ କରିଥିଲେ। ଦୁର୍ୟ୍ୟୋଧନ ନାଏକ,ପବିତ୍ର ବେହେରା, ଦେବେନ୍ଦ୍ର ବେହେରା, ସଦାନନ୍ଦ ବେହେରା ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories