ପ୍ରଶାସନିକ ସ୍ତରରେ ଅଦଳବଦଳ

0

ଭୁବନେଶ୍ୱର : ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତିି। ୬ ଓଏସଙ୍କୁ ପଦୋନ୍ନତି ଦିଆଯାଇଥିବା ବେଳେ, ୫ ଆଇଏସ୍‍ଙ୍କୁ ବଦଳି କରାଯାଇଛି। ଧୀରେନ୍‍ ପଟ୍ଟନାୟକଙ୍କୁ ଗୋପବନ୍ଧୁ ଏକାଡେମୀ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି। ସେହିପରି ରତ୍ନାକର ସାହୁଙ୍କୁ ଓରେଡା ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟପକ୍ଷରେ ଶରତ ଚନ୍ଦ୍ର ନାୟକଙ୍କୁ ସିଏମ୍‍ସି କମିଶନର ଭାବେ ନିଯୁକ୍ତି ମିଳିଛି। ବି.ପରମେଶ୍ୱରନ୍‍ଙ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଏବଂ ଆଇଏଏସ୍‍ ସ୍ୱଦ୍ଧା ଦେବଙ୍କୁ ବିଡିଏ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି।

Leave A Reply