ସନ୍ଧ୍ୟା ୭ଟା-ମୁଖ୍ୟ ଖବର ନିଉଜ ଆଲର୍ଟବଡ଼ ଖବରଭୁବନେଶ୍ବର By samajalive Last updated May 24, 2021 Share -ବାତ୍ୟା ‘ୟାସ’ ପ୍ରସ୍ତୁତି ନେଇ ୩ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମୀକ୍ଷା ବୈଠକ –ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର, ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା -ଆମେ ଏକ ସମୟରେ ଦୁଇଟି ବଡ ବିପଦର ସାମନା କରୁଛେ, ସ୍ଥାନାନ୍ତର ପାଇଁ ପ୍ରଶାସନକୁ ପୁରା ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ –ବାତ୍ୟା ‘ୟସ’ ସମ୍ପର୍କରେ ଭୁବନେଶ୍ବର ପାଣିପାଗ କେନ୍ଦ୍ର ଏଚ୍.ଆର୍.ବିଶ୍ବାସଙ୍କ ସୂଚନା – ୨୬ତାରିଖ ମଧ୍ୟାହ୍ନରେ ବାତ୍ୟା ସ୍ଥଳଭାଗ ଛୁଇଁବ। ପାରାଦ୍ବୀପ-ସାଗର ଦ୍ବୀପ ମଝିରେ ଲାଣ୍ଡଫଲ କରିବ। ବାଲେଶ୍ବର ପାଖାପାଖି ବାତ୍ୟା ‘ୟସ’ ଲ୍ୟାଣ୍ଡଫଲ କରିବ। – ବାତ୍ୟା ରୂପ ନେଲା ୟାସ୍ ; ପାରାଦୀପଠୁ ୪୯୦ କି.ମି , ବାଲେଶ୍ୱରଠୁ ୫୯୦ କି.ମି ଦୂରରେ ବାତ୍ୟା, ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟା ରୂପ ନେବ -ଗଭୀର ଅବପାତ ବାତ୍ୟାରେ ପରିଣତ ; ୨ ରୁ ୪ ମିଟର ଜୁଆର ଉଠିବା ସହ ୨୫ ତାରିଖ ମଧ୍ୟରାତ୍ରରେ ପବନର ବେଗ ବଢିବ -ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା-୨୨ ଏନଡିଆରଏଫ ଟିମ୍ ଆସିଯାଇଛି, ଆଜି ଆଉ ୩୦ ଟିମ୍ ଆସିବେ -ଓଡ୍ରାଫ୍ ଟିମ୍ ୫୦ରୁ ୬୦ ଓ ଅଗ୍ନିଶମ ଟିମ୍ ୧୭୫ରୁ ୨ଶହ ପ୍ରସ୍ତୁତ, ୩୫ଟି ଗଛକଟା ଟିମ୍, ପୂର୍ତ୍ତର ୧୬୫ ଓ ଗ୍ରାମ୍ୟ ଉନ୍ନୟନର ୩ଶହ ଟିମ୍ ପ୍ରସ୍ତୁତ –ବାତ୍ୟା ୟସ ମୁକାବିଲା ; ବରିଷ୍ଠ ଆଇପିଏସ , ଆଇଏଏସଙ୍କୁ ୫ ଜିଲାର ଦାୟିତ୍ୱ – ବାତ୍ୟା ୟସ ମୁକାବିଲା ପାଇଁ ୮୦୦ ଓଡ୍ରାଫ କର୍ମଚାରୀ ସାମିଲ – ବାତ୍ୟା ମୁକାବିଲା ନେଇ ବରିଷ୍ଠ ସଚିବଙ୍କୁ ମିଳିଲା ଜିଲା ଦାୟିତ୍ୱ ; ବାତ୍ୟା ପୂର୍ବରୁ ପ୍ରସ୍ତୁତି ଓ ରିଲିଫ ତଦାରଖ ପାଇଁ ଦାୟିତ୍ୱ – ବାତ୍ୟା ୟସ ପାଇଁ ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି ; ପାରାଦ୍ୱୀପ, ଧାମରା, ପୁରୀ ଓ ଗୋପାଳପୁର ପାଇଁ ୪ ନଂ ବିଦପ ସଙ୍କେତ -ଆଜି ରାଜ୍ୟରେ ସୁସ୍ଥ ହେଲେ ୧୧୬୧୪, ମୋଟ ଆରୋଗ୍ୟ ସଂଖ୍ୟା ୬୦୧୨୨୪କୁ ବୃଦ୍ଧି -କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ସାମ୍ବାଦିକଙ୍କ। ସମୟ ଖବର କାଗଜର କୋଣାର୍କ ପ୍ରତିନିଧି ସଂଗ୍ରାମ ମହାପାତ୍ର କରୋନାରେ ପ୍ରାଣ ହରାଇଥିବା ସୂଚନା ମିିଳିଛି – ରାଜ୍ୟରେ ବୃଦ୍ଧି ପାଉଛି କରୋନା ମୃତ୍ୟୁ ; ଦିନକରେ ଆଉ ୩୨ ଆକ୍ରାନ୍ତ ମୃତ Related Posts ମନ୍ଦିରକୁ ନେଇ କରନ୍ତୁନି ରାଜନୀତି,ସ୍ଵତ୍ତ୍ଵ… Jan 15, 2025 ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ, ସାମିଲ… Jan 15, 2025 – ରାଜ୍ୟରେ ଗୋଟିଏ ଦିନରେ ୧୧୦୫୯ ନୂଆ ସଂକ୍ରମିତ; କଟକରୁ ସର୍ବାଧିକ ୧୧୩୩ ଚିହ୍ନଟ – ବିପିୟୁଟି ସେମିଷ୍ଟର ପରୀକ୍ଷା ସ୍ଥଗିତ – ଗମ୍ଭୀରଙ୍କ ଦ୍ବାରା କରୋନା ଔଷଧ ଫାବିଫ୍ଲୁ ବଣ୍ଟନର ତଦନ୍ତ ନିର୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ – ରାଜସ୍ଥାନରେ କରୋନାର ୩ୟ ତରଙ୍ଗ ! ୨ ଜିଲାରେ ୬ ଶିଶୁ ସଂକ୍ରମିତ – ଦିନକରେ ନୂଆ କରୋନା ସଂକ୍ରମିତ ୨.୨୨ ଲକ୍ଷ; ମୃତ ୪,୪୫୪ – ନ୍ୟୁୟର୍କରେ ପହଞ୍ଚିଲେ ଜୟଶଙ୍କର, ଟିକା ଆମଦାନୀ ନେଇ କରିବେ ଆଲୋଚନା – ଆତଙ୍କ ଖେଳାଇବାକୁ ହତ୍ୟାର ଭିଡିଓ କରିଥିଲେ ସୁଶିଲ କୁମାର- ପୁଲିସ – ଏଲୋପାଥିକୁ ନେଇ ଦେଇଥିବା ମନ୍ତବ୍ୟ ପ୍ରତ୍ୟାହାର କଲେ ରାମଦେବ – ଭାରତ-ପ୍ରଶାନ୍ତ ମହାସାଗର ଅଭିମୁଖେ ବ୍ରିଟେନର ବିମାନବାହୀ ଯୁଦ୍ଧଜାହାଜ ; ଚୀନ ଉପରେ ରଖିବ କଡା ନଜର – କରୋନା ସାମ୍ନାକୁ ଆସିବା ପୂର୍ବରୁ ସଂକ୍ରମିତ ହୋଇଥିଲେ ଉହାନ ପରୀକ୍ଷାଗାରର ୩ କର୍ମଚାରୀ – ଚୀନରେ ପ୍ରତିକୂଳ ପାଗ ଯୋଗୁ ୨୧ ଧାବକ ମୃତ – ଜଳବାୟୁ ପରିବର୍ତ୍ତନ ରୋକିବା ପ୍ରୟାସ: ପୋପଙ୍କ ପାଇଁ ନୂଆ ବିଦ୍ୟୁତଚାଳିତ ଗାଡି – ଭାରତରେ କୋଭିଡ ମୃତ୍ୟୁ ୩ ଲକ୍ଷ ଟପିଲା; ଆମେରିକା, ବ୍ରାଜିଲ ପରେ ତୃତୀୟ ସ୍ଥାନରେ – ଏନପିଏସ୍ ସମସ୍ତଙ୍କ ପାଇଁ ସର୍ବୋତ୍ତମ ଅବସରକାଳୀନ ନିବେଶ ହୋଇନପାରେ – ଜୁନ ମାସରୁ ପିଲାଙ୍କ ଉପରେ କୋଭାକ୍ସିନ ଟିକା ପରୀକ୍ଷା – ପ୍ଲାଷ୍ଟିକ ବୋତଲ ସାହାଯ୍ୟରେ ସମୁଦ୍ର ପହଁରି ସ୍ପେନ ପହଞ୍ଚିଲା ମରକ୍କୋ ବାଳକ News Headlines@7Pmodia news Share FacebookTwitterWhatsApp
Comments are closed.