ନିଉଜ ଆଲର୍ଟବଡ଼ ଖବର Less than 1 min.Read ରାତି ୯ଟା-ମୁଖ୍ୟ ଖବର By samajalive 28 July, 2021 9:03 PM FacebookTwitterPinterestWhatsAppLinkedinReddIt କୋଭିଡ ଟିକାକରଣ କ୍ଷେତ୍ରରେ ଭାରତର ଆଉ ଏକ ସଫଳତା , ଦେଶରେ ଏପର୍ଯ୍ୟନ୍ତ ଦିଆଗଲାଣି ମୋଟ ୪୫ କୋଟି ୨ଲକ୍ଷ ୫୫ ହଜାରରୁ ଅଧିକ ପାନ ଟିକା ଆଜି ଟିକାଦାନର ୧୯୪ ତମ ଦିବସରେ କେବଳ ୪୦ ଲକ୍ଷ ପାନ ଟିକା ଦିଆଯାଇଛି ଭାରତ-ଶ୍ରୀଲଙ୍କା ୨ୟ ଟି-ଟ୍ବେଣ୍ଟି, ୧୬ ଓଭରରେ ଭାରତ ୧୦୦/୩ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ବରିଷ୍ଠ ପୁଲିସ ଅଧିକାରୀ,ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜି ମାନଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି ଆସନ୍ତା ୩୧ ତାରିଖ ଶନିବାର ଦିନ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ୩୧ ତାରିଖ ପରେ ପ୍ରକାଶ ପାଇବ କଳା ପରୀକ୍ଷା ଫଳ ରାଜ୍ୟର ଚାରି ହଜାରରୁ ଅଧିକ ‘ପଡ଼ା’କୁ ନୂଆ ରାଜସ୍ବ ଗାଁର ମାନ୍ୟତା ମିଳିବ, ରାଜସ୍ବ ଗ୍ରାମ ସୃଷ୍ଟି ପାଇଁ ନୂଆ ନିୟମାବଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କରୋନାର ଅନ୍ତ ପାଇଁ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧ : ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସାକ୍ଷାତ କରିଛନ୍ତି ବ୍ଲିଙ୍କେନ୍ ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ୱତ ସାଧକ ଡ. ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ ସାରସ୍ୱତ ସାଧନା ଓ ଓଡ଼ିଆ ବାଣୀଭଣ୍ଡାରକୁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକ/ସାଧିକାଙ୍କୁ ମଧ୍ୟ ମାନପତ୍ର, ଉପଢୌକନ ଓ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର କୂଳପତି ପ୍ରଫେସର ଆଇ. ରାମବ୍ରହ୍ମମଙ୍କ ପରଲାକ, ସେ ଗତ କିଛିଦିନ ଧରି ଚିକିତ୍ସାଧୀନ ଥିଲେ ଆଇନକ୍ସର ବଡ଼ ଘୋଷଣା: ଅଲିମ୍ପିକ୍ ପଦକ ବିଜେତା ଆଜୀବନ ଦେଖିବେ ମାଗଣା ଫିଲ୍ମ ନବରଙ୍ଗପୁର ଗସ୍ତରେ ୫ଟି ସଚିବ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ମାଆ,ପୁଅଙ୍କ ଆତ୍ମାହୁତି ଉଦ୍ୟମ; କିରୋସିନି ବୋତଲ ଧରି ନିଆଁ ଲଗାଉଥିବା ବେଳେ କାବୁ କଲା ପୁଲିସ ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍ ; ମୋଟ ୧୪ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ କର୍ଣ୍ଣାଟକରେ ଆରମ୍ଭ ହେଲା ବାସବରାଜ ସରକାର ; ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ ପୁଣି ଆମେରିକାରେ କରୋନା କାୟା ; ଦୈନିକ ସଂକ୍ରମଣ ୬୦ ହଜାର ବୃଦ୍ଧି ଆରପାରିରେ କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକର, ପ୍ରଧାନମନ୍ତ୍ରୀଙ୍କ ଶୋକ ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୫ ମୃତ, ୪୦ ନିଖୋଜ ବୃହସ୍ପତି ଚନ୍ଦ୍ରରେ ଜଳୀୟ ବାଷ୍ପ ଠାବ କଲା ନାସାର ହବଲ ଟେଲିସ୍କୋପ ଉତ୍ତର ପ୍ରଦେଶ : ରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡିଗଲା ଦ୍ରୁତଗାମୀ ଟ୍ରକ,୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ; ୨୦ରୁ ଅଧିକ ଆହତ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୬୫୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ଦିନକ ମଧ୍ୟରେ ୪୧,୬୭୮ ଜଣ କରୋନା ରୋଗୀ ସୁସ୍ଥ ; ଦେଶରେ ଆରୋଗ୍ୟ ହାର ୯୭.୩୯% କରୋନାରୁ ଏପର୍ଯ୍ୟନ୍ତ ମୋଟ ୩,୦୬,୬୩,୧୪୭ ଜଣ ଆରୋଗ୍ୟ ହୋଇଥିବାବେଳେ ସଂପ୍ରତି ୩,୯୯,୪୩୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ଦୈନିକ ସଂକ୍ରମଣ ହାର ୨.୫୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୬% ମଙ୍ଗଳବାର ସଂଧ୍ୟା ସୁଦ୍ଧା ମୋଟ ୪୬.୦୯ କୋଟି ନମୁନା ପରୀକ୍ଷା ଓଡ଼ିଶାରେ ୧୭୦୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ସଂଗରୋଧରୁ ୯୮୮ ଏବଂ ସ୍ଥାନୀୟ ସଂକ୍ରମିତ ୭୧୫ ରାଜ୍ୟରେ ସଂପ୍ରତି ୧୭୪୧୧ ଜଣ ସକ୍ରିୟ ସଂକ୍ରମିତ ରାଜ୍ୟରେ ଗୋଟିଏ ଦିନରେ ୬୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓଡ଼ିଶାରେ ୫୭୦୩କୁ ବୃଦ୍ଧି ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ କରୋନା ସଂକ୍ରମଣଠୁ ବଳି ଗଲାଣି ଡେଙ୍ଗୁ ; ରାଜଧାନୀରେ ପ୍ରତିଦିନ ୨୦ରୁ ୩୦ ଡେଙ୍ଗୁରେ ହେଉଛନ୍ତି ଆକ୍ରାନ୍ତ ବିକାଶ ଦୁବେଙ୍କ ମୂର୍ତ୍ତି ସ୍ଥାପନ କରିବ ବ୍ରାହ୍ମଣ ମହାସଭା ଚାଇନାରେ ବ୍ୟାପିଲା କୋଭିଡ-୧୯ର ଡେଲଟା ପ୍ରକରଣ; ନାନଜିଂ ସହର ବନ୍ଦ ଆମେରିକା ସମୁଦ୍ର ଉପକୂଳରୁ ମିଳିଲା ବିରଳ ଦୁଇମୁଣ୍ଡିଆ କଇଁଛ ଆସନ୍ତା ମାସରେ ୧୨-୧୮ ବର୍ଷ ପିଲାଙ୍କୁ କୋଭିଡ୍ ଟିକାକରଣ ଆଜି ଶପଥ ନେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ମୀରାବାଈ ଆସାମ-ମିଜୋରାମ ହିଂସା ନିୟନ୍ତ୍ରଣାଧୀନ ବିଶ୍ବ ଐତିହ୍ୟ ତାଲିକାରେ ଧୋଲାବିରା କାମଳର ମୃତ୍ୟୁ ଫାଶ, ଅଧ ମିନିଟ୍ରେ ଗୋଟିଏ ଜୀବନ ଅଲିମ୍ପିକ୍ସ ପୁରୁଷ ହକି : ସ୍ପେନକୁ ୩-୦ରେ ହରାଇଲା ଭାରତ Tags28th July 2021News Headlines@ 9PModia news Hot this week ନିଉଜ ଆଲର୍ଟ ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ December 7, 2025 0 ଭୁବନେଶ୍ଵର : ପୁଲିସ ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏସ୍ବି... ଦେଶ-ବିଦେଶ ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ December 7, 2025 0 ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ... ଦେଶ-ବିଦେଶ ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍କା December 7, 2025 0 ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ... ଧର୍ମ ଆଧ୍ୟାତ୍ମ ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା December 7, 2025 0 ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ... ଆମ ଓଡ଼ିଶା ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ December 7, 2025 0 ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।... Related Articles ଏସ୍ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ ନିଉଜ ଆଲର୍ଟ December 7, 2025 ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ ଦେଶ-ବିଦେଶ December 7, 2025 ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍କା ଦେଶ-ବିଦେଶ December 7, 2025 ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା ଧର୍ମ ଆଧ୍ୟାତ୍ମ December 7, 2025 ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ ଆମ ଓଡ଼ିଶା December 7, 2025 Popular Categories ନିଉଜ ଆଲର୍ଟଆମ ଓଡ଼ିଶାବଡ଼ ଖବରଦେଶ-ବିଦେଶଭୁବନେଶ୍ବରକ୍ରୀଡ଼ାରାଜନୀତି Previous articleଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳNext articleରାଇଘର ବ୍ଲକ ଅଂଚଳରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ