ନିଉଜ ଆଲର୍ଟବଡ଼ ଖବରଭୁବନେଶ୍ବର Less than 1 min.Read ସନ୍ଧ୍ୟା ୭ଟା-ମୁଖ୍ୟ ଖବର By samajalive 14 June, 2021 7:02 PM FacebookTwitterPinterestWhatsAppLinkedinReddIt –ରାଜ୍ୟରେ ୮ ଲକ୍ଷ ଟପିଲା ଆରୋଗ୍ୟଙ୍କ ସଂଖ୍ୟା, ସୋମବାର ଆଉ ୮୧୮୨ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୪ ହଜାର ୯୮୧ –କରୋନା ପାଇଁ ଓଜେଇଇ ଆବେଦନ ଅବଧି ପୁଣି ବଢ଼ିଲା, ଆବେଦନ ଅବଧି ଜୁଲାଇ ୧୨ ଯାଏଁ ବଢ଼ିଲା – ଦୁଇ ତିନି ଦିନ ହେବ ଓଡ଼ିଶାରେ ସଂକ୍ରମଣ ହାର କମ ରହିଛି, ସରକାର ଅନଲକ ପ୍ରକ୍ରିୟାକୁ ଗଲେ, ଲୋକ କଟକଣା ମାନିବା ଆବଶ୍ୟକ: ଆଇଏଲଏସ୍ ନିର୍ଦେଶକ ଡ. ଅଜୟ ପରିଡ଼ା –କରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ ସରକାର ବହନ କରିବେ, ଅନାଥ ଶିଶୁ ଗ୍ରୀନ ପ୍ୟାସେଜ ଯୋଜନାରେ ସାମିଲ ହେବେ –ମେଡ଼ିକାଲ ବା ଇଞ୍ଜିନିୟରିଂ ଖର୍ଚ୍ଚ ସରକାର ବହନ କରିବେ, ଘରୋଇ ଅନୁଷ୍ଠାନରେ ପଢୁଥିଲେ ମଧ୍ୟ ସରକାର ଖର୍ଚ୍ଚ ବହନ କରିବେ। –ଲୋକସଭାରେ ଏଲ୍ଜେପିର ନେତା ହେଲେ ପଶୁପତି ପାରସ, ଚିରାଗ ପାଶ୍ବାନଙ୍କୁ ହଟାଇ ପାରସ ହେଲେ ସଂସଦୀୟ ଦଳ ନେତା –ପଶ୍ଚିମ ବଙ୍ଗରେ ଜୁଲାଇ ୧ ଯାଏ କଟକଣା ବଢ଼ାଇଲେ ରାଜ୍ୟ ସରକାର, ନାଇଟ କର୍ଫ୍ୟୁ ବଳବତ୍ତର ରହିବ, ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଆତଯାତ ମନା –ଆସନ୍ତାକାଲି ସକାଳ ୮.୩୦ ପର୍ଯ୍ୟନ୍ତ ୧୮ ଜିଲାକୁ ୟେଲୋ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ, ଏହି ୧୮ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ –କରୋନା ଟିକାକରଣ ସଚେତନତା ସୃଷ୍ଟି କଲା ଗଜପତି ଜିଲା ପ୍ରଶାସନ, ୩୦୦ ଟିକାନେଲେ ଲାଞ୍ଜିଆ ସଉରା –ଆସନ୍ତା ୧୬ରୁ ଖୋଲିବ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ଐତିହ୍ୟସ୍ଥଳୀ –ରଜ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ –ରଜ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମସ୍ତ ଓଡ଼ିଶାବାସୀ ବିଶେଷ କରି ମା’ ଓ ଝିଅମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି –ରାଜ୍ୟବାସୀଙ୍କୁ ରଜ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ – ଭିଡିଓ ବାର୍ତା ଜରିଆରେ ରଜ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଟିକାକରଣ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ –ଦେଶରେ ଆଉ ୭୦ ହଜାର ୪୨୧ ନୂଆ ସଂକ୍ରମିତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨, ୯୫, ୧୦, ୪୧୦କୁ ବୃଦ୍ଧି –ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୯୨୧ ଆକ୍ରାନ୍ତଙ୍କ ମୃତ୍ୟୁ,ମୋଟ ମୃତ୍ୟୁ ସଂଖ୍ୟା ୩,୭୪,୩୦୫ –ଓଡ଼ିଶାରେ ୪୩୩୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୨୪୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୮୬୪ –ଗୋଟିଏ ଦିନରେ ୪୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି –କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ; ୨ ମୃତ, ଜଣେ ଗୁରୁତର –ଯୁବତୀଙ୍କ ଗର୍ଭାଶୟରୁ ବାହାରିଲା ୧୦୬ ଟ୍ୟୁମର –୮ ମାସର ଗର୍ଭବତୀ; ତଥାପି ରୋଗୀଙ୍କ ଚିକିତ୍ସାରେ ସମର୍ପିତ –୩ ଫୁଟ ଲମ୍ବ ଖଣ୍ଡାରେ କେକ୍ କାଟିଲେ ବ୍ରିଟେନର ମହାରାଣୀ –ଫେସବୁକ ଓ ଟେଲିଗ୍ରାମ ଉପରେ ରୁଷିଆର ସାନି ଜରିମାନା –ପ୍ରତିମାସରେ ଗ୍ରାମାଞ୍ଚଳ ବିକାଶ ପାଇଁ ତେଲେଙ୍ଗାନା ସରକାର ଦେବେ ୩୩୯ କୋଟି ଟଙ୍କା –ରାତାରାତି କୋଟିପତି ହେବା ନିଶା ; ଚରସ କାରବାର କରୁଥିଲେ ଦୁଇ ପୁଲିସ କନଷ୍ଟେବଳ Tags14th June 2021news Headlines @ 7PModia news Hot this week ଆମ ଓଡ଼ିଶା ଅପରାହ୍ନ ୧ଟା ମୁଖ୍ୟ ଖବର December 7, 2025 0 () ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ... ଧର୍ମ ଆଧ୍ୟାତ୍ମ କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ? December 7, 2025 0 ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ... ଦେଶ-ବିଦେଶ ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ December 7, 2025 0 ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ... ଦେଶ-ବିଦେଶ ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ December 7, 2025 0 ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ... ଗଞ୍ଜାମ ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ December 7, 2025 0 ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା... Related Articles ଅପରାହ୍ନ ୧ଟା ମୁଖ୍ୟ ଖବର ଆମ ଓଡ଼ିଶା December 7, 2025 କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ? ଧର୍ମ ଆଧ୍ୟାତ୍ମ December 7, 2025 ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ ଦେଶ-ବିଦେଶ December 7, 2025 ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ ଦେଶ-ବିଦେଶ December 7, 2025 ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ ଗଞ୍ଜାମ December 7, 2025 Popular Categories ନିଉଜ ଆଲର୍ଟଆମ ଓଡ଼ିଶାବଡ଼ ଖବରଦେଶ-ବିଦେଶଭୁବନେଶ୍ବରକ୍ରୀଡ଼ାରାଜନୀତି Previous articleଗଣଶିକ୍ଷକଙ୍କୁ ଦୁଇ ମାସ ହେଲା ମିଳିନି ଦରମାNext articleନକଲି ଔଷଧ କାରବାର: କ୍ରାଇବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ