www.samajalive.in
Friday, December 5, 2025
17.1 C
Bhubaneswar

ନୀଟ୍‌‌-ୟୁଜି ଅନିୟମିତତା ମାମଲା – ଗଣମାଧ୍ୟମ ସମ୍ବାଦକୁ ନେଇ ସ୍ପଷ୍ଟୀକରଣ ଦେଲା ସିବିଆଇ

ଡେସ୍କ: ନୀଟ୍‌‌-ୟୁ.ଜି. ଅନିୟମିତତା ମାମଲାର ଯାଞ୍ଚ୍‌‌ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା – ସିବିଆଇ ତଦନ୍ତ ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଉଥିବା ସମ୍ବାଦକୁ ଖଣ୍ଡନ କରିଛି। ସିବିଆଇ କହିଛି, ଏପର୍ଯ୍ୟନ୍ତ ଏହି ଘଟଣାରେ ୩୩ଟି ସ୍ଥାନରେ ଚଢ଼ାଉ କରାଯାଇଛି ଏବଂ ୩୬ ଜଣଙ୍କୁ ଗିରଫ କରାଯାଇଛି। ବିହାର ପୁଲିସ୍‌‌ ୧୫ ଜଣଙ୍କୁ ଗିରଫ କରିଛି। ଯାଞ୍ଚ୍‌‌ ସମୟରେ ଅନେକ ତଥ୍ୟ ମିଳିଛି, ଯାହା ଉପରେ ତଦନ୍ତ ପର୍ଯ୍ୟବସିତ ବୋଲି ସିବିଆଇ ସ୍ପଷ୍ଟ କରିଛି। ତେବେ ବିଭିନ୍ନ ସମୟରେ କେତେକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ତଦନ୍ତ ନେଇ ମିଥ୍ୟା ସମ୍ବାଦ ପରିବେଷଣ କରାଯାଉଥିବାରୁ ସେଥିରୁ ଦୂରେଇ ରହିବାକୁ ସିବିଆଇ ପରାମର୍ଶ ଦେଇଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

- Advertisement -

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories