www.samajalive.in
Wednesday, December 10, 2025
17.1 C
Bhubaneswar

ନିମ୍ବ ଗଛର ବୈଜ୍ଞାନିକ ଓ ଧାର୍ମିକ ମହତ୍ତ୍ଵ

ନିମ୍ବଗଛର ଅନେକ ଔଷଧୀୟ ଗୁଣ ରହିଛି । ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ନିମ୍ବ ଗଛର ପତ୍ର ଓ ଫୁଲକୁ ଆମେ ବିଭିନ୍ନ ଉପାୟରେ ବ୍ୟବହାର କରିଥାଉ । ଏହା ଅନେକ ରୋଗ ଦୂର କରିବା ସହ ଅନେକ ସଂକ୍ରାମକ ରୋଗରୁ ରକ୍ଷା କରିଥାଏ । ଏସବୁ ଥିଲା ନିମ୍ବର ଔଷଧୀୟ ଗୁଣ, ଏବେ ଆସନ୍ତୁ ଜାଣିବା ଏହାର ଧାର୍ମିକ ମହତ୍ତ୍ଵ କ’ଣ ରହିଛି ….
ନିମ୍ବ ଗଛର ଧାର୍ମିକ ମହତ୍ତ୍ୱ:
ଦେବୀଶକ୍ତିର ଉପାସନା ପାଇଁ ନିମ୍ବଗଛର ବହୁତ ପ୍ରୟୋଗ କରାଯାଇଥାଏ ।
ନିମ୍ବ ପତ୍ରରେ ମା’ କାଳୀଙ୍କୁ ପୂଜା କରାଯାଏ ।
ଜ୍ୟୋତିଷ ଶାସ୍ତ୍ରରେ ନିମ୍ବଗଛର ସମ୍ବନ୍ଧ ଶନିଦେବଙ୍କ ସହ ରହିଛି ।
ଶନିଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ ନିମ୍ବଗଛର କାଠରେ ହୋମ କରିବା ଜରୁରୀ ଅଟେ ।
ନିମ୍ବ ପତ୍ରକୁ ଫୁଟାଇ ଗାଧୋଇଲେ କେତୁ ଗ୍ରହ ଦ୍ୱାରା ଉପୁଜୁଥିବା ସମସ୍ୟାରୁ ମୁକ୍ତି ମିଳେ ।
ନିମ୍ବ ଡ଼ାଳରୁ ପ୍ରସ୍ତୁତ ଯନ୍ତ୍ର ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ।
ନିମ୍ବଗଛର ବିଶେଷ ପ୍ରୟୋଗ:
ନିମ୍ବଗଛ ଏପରି ସ୍ଥାନରେ ଲଗାନ୍ତୁ ଯେପରି ନିମ୍ବଗଛର ପବନ ଘରର ସବୁ ସ୍ଥାନରେ ପହଞ୍ଚି ପାରିବ ।
ଘରର ବଗିଚା ମଧ୍ୟରେ ନିମ୍ବଗଛ ରହିବା ଅତ୍ୟନ୍ତ ଶୁଭ ଅଟେ ।
ନିମ୍ବ ତେଲ ଓ ଛାଲ କୁଷ୍ଠରୋଗରୁ ରକ୍ଷା କରିଥାଏ ।
ନିମ୍ବ ପତ୍ର ଘରର ମୁଖ୍ୟ ଦ୍ୱାରରେ ଲଗାଇଲେ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories