www.samajalive.in
Monday, December 15, 2025
24.1 C
Bhubaneswar

ମୋଟୋରୋଲା ଆଣିଲା ନୂଆ ମଡେଲ, କମ୍ ଦାମରେ ଅଧିକ ଫିଚର୍ସ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ନିର୍ମାତା ମୋଟୋରୋଲା ନିଜ ନୂଆ ବଜେଟ୍ ସ୍ମାର୍ଟଫୋନ୍ ‘ମୋଟୋ g64 5G’ ଭାରତୀୟ ବଜାରକୁ ନେଇଆସିଛି । ଏହି ସ୍ମାର୍ଟଫୋନର ପ୍ରାରମ୍ଭିକ ଦାମ୍ ୧୪,୯୯୯ ଟଙ୍କା ରଖିଛି କମ୍ପାନୀ । ଏହି ସ୍ମାର୍ଟଫୋନରେ କମ୍ପାନୀ ମିଡିଆଟେକ୍ ଡାଇମେନସିଟି ୭୦୨୫ (ଅକ୍ଟାକୋର) ପ୍ରୋସେସର ଦେଇଛି । କମ୍ପାନୀ କହିଛି କି ଏହି ସେଗମେଣ୍ଟରେ ଏହା ସବଠୁ ଫାଷ୍ଟ୍ ଫୋନ୍ ।

ଏହା ବ୍ୟତୀତ ମୋଟୋରୋଲା ଏହି ସ୍ମାର୍ଟଫୋନରେ ୬.୫ ଇଞ୍ଚର ଫୁଲ ଏଚଡି ପ୍ଲସ୍ ଡିସପ୍ଲେ, ୬ ହଜାର ଏମଏଏଚ୍ ବ୍ୟାଟେରୀ ଏବଂ ୫୦ ମେଗାପିକ୍ସେଲର କ୍ୟାମେରା ନେଇଆସିଛି । କମ୍ପାନୀ ଏହାକୁ ୨ ଷ୍ଟୋରେଜ ଭେରିଏଣ୍ଟ ଏବଂ ୩ଟି ରଙ୍ଗର ବିକଳ୍ପ ସହିତ ଆଣିଛି ।

ଏଲନ ମସ୍କଙ୍କ ବଡ଼ ଘୋଷଣା: ଏଣିକି ଏକ୍ସରେ ପୋଷ୍ଟ ପାଇଁ ଦେବାକୁ ପଡ଼ିବ ଟଙ୍କା

- Advertisement -

ଏହି ସ୍ମାର୍ଟଫୋନର ୮ ଜିବି ଏବଂ ୧୨୮ ଜିବି ଭେରିଏଣ୍ଟର ଦାମ୍ ୧୪,୯୯୯ ଟଙ୍କା ଏବଂ ୧୨ ଜିବି +୨୫୬ ଜିବିର ଦାମ୍ ୧୬,୯୯୯ ଟଙ୍କା ରଖାଯାଇଛି । ଉପଭୋକ୍ତା ୨୩ ଏପ୍ରିଲରୁ କମ୍ପାନୀର ଅଫିସିଆଲ ଓ୍ବେବସାଇଟ୍ ଏବଂ ଇ-କମର୍ସ  ଓ୍ବେବସାଇଟ୍ ଫ୍ଲିପକାର୍ଟରୁ ଏହାକୁ କ୍ରୟ କରିପାରିବେ । ଫଟୋଗ୍ରାଫି ପାଇଁ ଏଥିରେ ୫୦ ଏମପିର ପ୍ରାଇମେରୀ କ୍ୟାମେରା ଏବଂ ୮ ଏମପିର ଅଲ୍ଟ୍ରା ଓ୍ବାଇଡ୍ କ୍ୟାମେରା ରହିଛି । ଫୋନରେ ୬ ହଜାର ଏମଏଏଚର ବ୍ୟାଟେରୀ ରହିଛି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories