ଯୁବକର ଆତ୍ମହତ୍ୟା

0

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ଗୌଡଗୁଡା ରାସ୍ତାରେ ଜଣେ ଯୁବକ ଆଜି ବେକରେ ଦୌଡି ଦେଇ ଆତ୍ମହତ୍ୟା କରିଛିା ଘଟଣାରୁ ପ୍ରକାଶ ଯେ, ଯୁବକ ଜଣକ ସ୍ଥାନୀୟ ଏମ.ଭି. ୧୧ ଗ୍ରାମର ରାଜୁ ବାରିକ ହୋଇଥିବା ବେଳେ ପ୍ରେମଜନିତ ଘଟଣା ଯୋଗୁଁ ସେ ଆତ୍ମହତ୍ୟା କରି ଥାଇପାରେ ବୋଲି ଆଶଙ୍କା କରାଯାଇଛିା ଘଟଣା ସ୍ଥଳରେ ଏକ ଚିଠିକୁ ପୁଲିସ ଜବତ କରିଛିା ତେବେ ଏଥିରେ ଜଣେ ଯୁବତୀ ତାଙ୍କୁ ନିର୍ଯ୍ୟାତନା ଦେଉଥିବା ନେଇ ଉଲ୍ଲେଖ ଥିବା ଜଣାପଡିଛିା ମାଲକାନଗିରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛିା

Leave A Reply