www.samajalive.in
Monday, December 15, 2025
24.1 C
Bhubaneswar

ଟଳିଲେ ୧୨ ମାଓବାଦୀ- ୩ ଡିଆରଜି ଜବାନ ସହିଦ

ମାଲକାନଗିରି- ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାରେ ୩ ଜଣ ଡିଆରଜି ଜବାନ ସହିଦ ହୋଇଛନ୍ତି । ସହିଦ ଜବାନ ମାନେ ହେଉଛନ୍ତି ମନୁ ବଡାଡି, ଟୁକାରୁ ଗୋଣ୍ଡେ ଓ ରମେଶ ସୋଡି ।

ଘଟଣା ସ୍ଥଳରୁ ମାଓବାଦୀଙ୍କ ଝଖଜ ଓ ଓଘଝଇଝ ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା କର୍ମୀ । ଗାଙ୍ଗାଲୁର ଜଙ୍ଗଲରେ ଏହି ଏନକାଣ୍ଟର ହୋଇଥିବା ବେଳେ ମାଓବାଦୀଙ୍କୁ ଘେରି ରହିଛନ୍ତି ଶତାଧିକ ଜବାନ । ସର୍ଚ୍ଚ ଅପରେସନ ଲାଗି ବିଜାପୁର ରୁ ଆହୁରି ଅଧିକ ଜବାନ ଘଟଣା ସ୍ଥଳକୁ ଯାଇଥିବା ନେଇ ସୁଚନା ଦେଇଛନ୍ତି ବିଜାପୁର ଏସପି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories