www.samajalive.in
Monday, December 15, 2025
24.1 C
Bhubaneswar

କଂଗ୍ରେସର ମଲ୍ଲିକାର୍ଜୁନ ଖଡଗେ  ଲୋକପାଳ ଚୟନ ବୈଠକକୁ ବର୍ଜନ କଲେ

ନୂଆଦିଲ୍ଲୀ:  ସଂସଦର ସବୁଠାରୁ ବଡ ବିରୋଧି ଦଳ କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ଦ୍ୱାରା ଡକାଯାଇଥିବା ଲୋକପାଳ ଚୟନ ବୈଠକକୁ ବର୍ଜନ କରିଛନ୍ତି । ସରକାରଙ୍କ ଦ୍ୱାରା ଦିଆଯାଇଥିବା ସ୍ୱତନ୍ତ୍ର ନିମନ୍ତ୍ରଣକୁ ସେ ସ୍ୱୀକାର କରି ନାହାନ୍ତି ।

ଗୁରୁବାରରେ ପ୍ରଧାନମନ୍ତ୍ରୀଙ୍କ  ଅଧ୍ୟକ୍ଷତାରେ  ଏହି ବୈଠକ ବସିଥିଲା । ସଂସଦର ବିରୋଧି ଦଳ ନେତାଙ୍କୁ ଲୋକପାଳ ଚୟନ କମିଟିର ସଦସ୍ୟ କରାଯାଇ ନ ଥିବାରୁ ସେ ଏହି ବୈଠକକୁ ବର୍ଜନ କରିଥିବା କଥା କହିଛନ୍ତି । ଏହା ଦ୍ୱାରା ସରକାର ଠିକ୍‌ କରୁ ନ ଥିବା ମଲ୍ଲିକାର୍ଜୁନ ଖଡଗେ  ଅଭିଯୋଗ କରିଛନ୍ତି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories