ଦିନ ଦ୍ବିପହରରେ ଲୁଟ୍, ୨୭ ଲକ୍ଷ ଟଙ୍କା ଛଡାଇ ନେଲେ ଦୁର୍ବୃତ୍ତ

0

କଟକ: ଦିନ ଦ୍ବିପହରରେ ଲୁଟ୍ ଅଭିଯୋଗ । ଜଗତପୁରରେ ଆହ୍ଲାବାଦ୍ ବ୍ୟାଙ୍କ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆହ୍ଲାବାଦ୍ ବ୍ୟାଙ୍କରୁ ଟଙ୍କା ଉଠାଇ ଡନେଇ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ଟଙ୍କା ବ୍ୟାଗ୍ ଛଡାଇ ନେଇ ଫେରାର ହୋଇ ଯାଇଥିଲେ । ଜଣେ ଘରୋଇ କମ୍ପାନୀ କର୍ମଚାରୀଙ୍କଠାରୁ ୨୭ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଜଗତପୁର ପୁଲିସ ପହଞ୍ଚି ଛାନଭିନ ଚଳାଇଛି ।

Leave A Reply