www.samajalive.in
Sunday, December 7, 2025
14.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା, ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀ ଆସନ୍ତା ୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ

କୋଭିଡ୍‌-୧୯ କଟକଣାରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଜିଠାରୁ ଶ୍ରେଣୀ ଗୃହ ପାଠ ପଢ଼ା

- Advertisement -

ପୁଣି ଲାଲ ବାହିନୀକୁ ଧକ୍କା: ଯବାନଙ୍କ ସହ ଗୁଳି ବିନିମୟରେ ଟଲିଲେ ତିନି ମହିଳା ମାଓବାଦୀ

ବାଣିଜ୍ୟିକ ଏଲପିଜି ସିଲିଣ୍ଡର ବଢିଲା ୨୬୬ ଟଙ୍କା

ଦୀପାବଳି ପୂର୍ବରୁ କୋଭିଡ କଟକଣା ଚୁଲିକି ଗଲା; ଦିଲ୍ଲୀ, ଚେନ୍ନଇ ବଜାରରେ ଅସମ୍ଭବ ଭିଡ

ଦେଶରେ ଚିହ୍ନଟ ହେଲେ ୧୨,୫୧୪ ନୂଆ ଆକ୍ରାନ୍ତ; ୨୫୧ ମୃତ

ଇତିମଧ୍ୟରେ ମୋଟ ୩,୩୬,୬୮,୫୬୦ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି

ତାହାସହିତ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୫୮,୪୩୭କୁ ବୃଦ୍ଧିପାଇଛି

ରବିବାର ଦିନ ଦେଶରେ ୮,୮୧,୩୭୯ ନମୁନା ପରୀକ୍ଷା କରାଯାଇଛି

ଏହାକୁ ମିଶାଇ ମୋଟ ୬୦,୯୨,୦୧,୨୯୪ ନମୁନା ପରୀକ୍ଷା କରାଯାଇସାରିଲାଣି

ସେହି ସମୟ ମଧ୍ୟରେ ମୋଟ ୧,୦୬,୩୧,୨୪,୨୦୫ ପାନ କୋଭିଡ ଟିକା ଦିଆଯାଇସାରିଛି

ରାଜ୍ୟରେ ୩୧୬ ନୂଆ କରୋନା ରୋଗୀ ଚିହ୍ନଟ, ୩ ମୃତ

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୧୮୬ ଏବଂ ସ୍ଥାନୀୟ ସଂକ୍ରମିତ ୧୩୦

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୧ ଜଣ ଥିବା ଜଣାଯାଇଛି

ରାଜ୍ୟର ବାଲେଶ୍ୱରରେ ୧, ଭଦ୍ରକ ୧, ବଲାଙ୍ଗିର ୧୦, କଟକ ୩୨, ଢେଙ୍କାନାଳ ୪, ଗଜପତି ୧ ଓ ଗଞ୍ଜାମରୁ ୪ ଜଣ ଚିହ୍ନଟ

ଜଗତସିଂହପୁରରେ ୪, ଯାଜପୁର ୯, ଝାରସୁଗୁଡା ୨, କଳାହାଣ୍ଡି ୧, କନ୍ଧମାଳ ୧, କେନ୍ଦ୍ରାପଡା ୮, ଖୋର୍ଦ୍ଧା ୧୫୨,

ମାଲକାନଗିରି ୧, ମୟୁରଭଞ୍ଜରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି

ନୟାଗଡରେ ୩, ପୁରୀ ୨, ରାୟଗଡା ୧, ସମ୍ବଲପୁର ୭, ସୋନପୁର ୧, ସୁନ୍ଦରଗଡ ୬ ଓ ଷ୍ଟେଟପୁଲରୁ ୩୫ ଜଣଙ୍କୁ ଚିହ୍ନଟ କରାଯାଇଛି

ଦିନକ ମଧ୍ୟରେ ୪୫୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୪୨୩୭ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି

ରାଜ୍ୟର ଅନଗୁଳ, ବାଲେଶ୍ୱର ଓ ଗଞ୍ଜାମ ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି

୫ରୁ ୧୧ ବର୍ଷର ପିଲାଙ୍କ ପାଇଁ ଫାଇଜର କୋଭିଡ-୧୯ ଟିକାକୁ ଏଫଡିଏ ଅନୁମୋଦନ

ଆପେଣ୍ଡିସାଇଟିସ ଚିକିତ୍ସା ପାଇଁ ଆଣ୍ଟିବାୟୋଟିକ୍ସ ପ୍ରସ୍ତୁତ

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories