www.samajalive.in
Sunday, December 14, 2025
19.1 C
Bhubaneswar

ଗ୍ରାମାଞ୍ଚଳ କ୍ରିକେଟ୍ ମ୍ୟାଚ ଉଦଘାଟିତ

ଗୁରୁଡ଼ିଝାଟିଆ: କଖଡି ଗାନ୍ଧୀ ହାଟ ପଡ଼ିଆରେ ପ୍ରିନ୍ସ କ୍ଲବ ପକ୍ଷରୁ ରୟାଲ କ୍ରିକେଟ୍ ସ୍ପୋର୍ଟସ ଆନୁକୁଲ୍ୟରେ ଗ୍ରାମାଞ୍ଚଳ ସ୍ତରୀୟ କ୍ରିକେଟ୍ ମ୍ୟାଚକୁ ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର ଉଦଘାଟନ କରି କ୍ରୀଡା ସାମାଜିକ ଭାଇ ଚାରା ବୃଦ୍ଧି ସହ ଯୁବ ସମାଜ ଉପରେ ଖେଳୁଆଡ ମନୋଭାବ ପ୍ରଦର୍ଶନ କରିଥାଏ ବୋଲି କହିବା ସହ ଗାନ୍ଧୀ ହାଟ ପଡ଼ିଆ ଆମ ଅଞ୍ଚାଳରେ ବହୁ କ୍ରୀଡାବିତ୍ ତିଆରି କରିଛି ବୋଲି କହିଥିଲେ। ୧୬ଟି ପଞ୍ଚାୟତ ସ୍ତରୀୟ ଦଳକୁ ନେଇ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେଉଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଜେମାଦେଇପୁର କ୍ରିକେଟ୍ ଦଳ ଗୋଠପୁର ଦଳକୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories