ଏହି ଚାରି ଅକ୍ଷର ଧାରୀ ଝିଅ ଚିଡିଚିଡା ସ୍ୱଭାବର

0

ସବୁବେଳେ ପୁଅମାନେ ଝିଅମାନଙ୍କର ବ୍ୟକ୍ତିତ୍ୱ , ପୋଷାକ ପରିଧାନ ଶୈଳୀ ଏବଂ ଉତ୍ତମ ସ୍ୱଭାବକୁ ଦେଖି ନିଜର ସାଥୀ ଚୟନ କରିଥାନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁୁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର ସେମାନଙ୍କ ବାବଦରେ କ’ଣ କହୁଛି। ଯଦି ଆପଣ କାହାକୁ ଜୀବନସାଥୀ କରିବାକୁ ଚାହୁଛନ୍ତି ତେବେ ତାଙ୍କ ନାମର ପ୍ରଥମ ଅକ୍ଷର ଉପରେ ଥରେ ଧ୍ୟାନ ଦେବା ଆବଶ୍ୟକ। ଆସନ୍ତୁ ଜାଣିବା କେଉଁ ଅକ୍ଷର ଧାରୀ ଝିଅ ମାନେ ଚିଡିଚିଡା ସ୍ୱଭାବର।

ଏସ- ନାମଧାରୀ ଝିଅ
ଏହି ନାମ ଧାରୀ ଝିଅମାନଙ୍କର ସବୁବେଳେ ନାକ ଉପରେ ରାଗଥାଏ। କିନ୍ତୁ ଏମାନେ ତାଙ୍କ ସାଥୀଙ୍କୁ ବହୁତ ଭଲପାଇଥାନ୍ତି। ଏହି ନାମଧାରୀ ଝିଅମାନେ ନିଜ ସମ୍ପର୍କକୁ ନେଇ ବେଶ ସକ୍ରିୟ ଥାନ୍ତି।

prayash

ଏନ ନାମଧାରୀ ଝିଅ
ଯେଉଁ ଝିଅମନଙ୍କର ନାମ ଏନ ରୁ ଆରମ୍ଭ ହୋଇଥାଏ ସେମାନେ ରାଗିଲେ ନିଜର ହିଁ କ୍ଷତି କରିପକାନ୍ତି। ସେମାନଙ୍କର ଭୁଲ ଥିଲେ ବି ସେମାନେ ଏହା ମାନିବାକୁ ପଛଘୁଞ୍ଚା ଦେଇଥାନ୍ତି। ଏମାନଙ୍କର ନିଜ ରାଗ ଉପରେ ଜମାବି ଆୟତ ନଥାଏ।

ଏମ ନାମଧାରୀ ଝିଅ
ଏମ ନାମଧାରୀ ଝିଅମାନେ ଖୋଲା ହୃଦୟ ସ୍ୱଭାବର। ଏମାନେ ନିଜ ମନରେ ଥିବା କଥା ଖୋଲି କହିଦିଅନ୍ତି। ଏହି ଝିଅ ମାନେ ଜଣଙ୍କ ଉପରେ ଥିବା ରାଗକୁ ଅନ୍ୟା ଉପରେ ସୁଝାନ୍ତି। ଏମାନେ ବହୁତ ଆବେଗପ୍ରବଣ ସ୍ୱଭାବର ଅଟନ୍ତି , କିନ୍ତୁ ଏମାନେ ଚିଡିଚିଡା ସ୍ୱଭାବର।

ଏ ନାମ ଧାରୀ ଝିଅ
ଏ ନାମ ଧାରୀ ଝିଅ ମନେ ନିଜ ସମସ୍ୟାକୁ କାହାପାଖରେ ପ୍ରକାଶ କରି ନଥାନ୍ତି। ଏମାନେ ମନେ ମନେ ରାଗଥାନ୍ତି , ଯାହାଦ୍ୱାରା ଏମାନେ ଚିଡି ଚିଡା ସ୍ୱଭାବର ହୋଇଯାଇଥାନ୍ତି , କିନ୍ତୁ ଏମାନେ ବହୁତ ଯତ୍ନଶୀଳ ଅଟନ୍ତି। ଯଦି ଆପଣ ଏମାନଙ୍କ କ୍ରୋଧକୁ ବଶରେ କରିବା ଜାଣିଗଲେ ତେବେ ଆପଣ ଏଭଳି ସାଥିଟିଏ ପାଇବାଦ୍ୱାରା ନିଜକୁ ବେଶ ଭାଗ୍ୟବାନ ମନେକରିବେ।

kalyan agarbati
Leave A Reply