ଲସ୍କର ଆତଙ୍କବାଦୀ ଗିରଫ

0

ଶ୍ରୀନଗର : ଜାମ୍ମୁ କାଶ୍ମୀର ପୁଲିସ କୁପୱାଡା ଜିଲାରୁ ଲସ୍କର-ଇ-ତୋଇବା ସଂଗଠନର ଜଣେ ଆତଙ୍କବାଦୀକୁ ଗିରଫ କରିଛି। ଗିରଫ ଆତଙ୍କବାଦୀର ନାମ ଜବିଉଲ୍ଲା ଓ ସେ ପାକିସ୍ତାନ ଅନ୍ତର୍ଗତ ମୁଲତାନ ବାସିନ୍ଦା ବୋଲି ଜଣାପଡିଛି। ଜବିଉଲ୍ଲା ନିକଟରୁ ଏକେ-୪୭ ରାଇଫଲ ଓ ଗ୍ରେନେଡ ଉଦ୍ଧାର କରାଯାଇଛି।

Leave A Reply