ମୃତ ଚିତାବାଘ ଉଦ୍ଧାର

0

ବଲାଙ୍ଗୀର, ଗନ୍ଧମାର୍ଦ୍ଦନ ପହାଡ଼ରେ ଏକ ଚିତାବାଘର ମୃତ ଦେହ ବନବିଭାଗ ହରିଶଙ୍କର ରେଞ୍ଜ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ସହାୟକ ବନସଂରକ୍ଷକ, ରେଞ୍ଜରଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି । ମୃତୁ୍ୟର କାରଣ ଜଣାପଡ଼ିନାହିଁ ।

Leave A Reply