www.samajalive.in
Monday, December 15, 2025
24.1 C
Bhubaneswar

ଲାଫିଙ୍ଗ ବୁଦ୍ଧଙ୍କ ସହ ଜଡିତ କିଛି ଉପାୟ

ଗୃହରେ ସଖଶାନ୍ତି ଓ ହସଖୁସିର ବାତାବରଣ ପାଇଁ ସଭିଁଙ୍କ ଇଚ୍ଛା। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଁ ବିିଭିନ୍ନ ଉପାୟ ଆପଣାଇବା ସହ ସାଜସଜ୍ଜା ଜିନିଷ ଉପରେ ଧ୍ୟାନ ଦେବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ। ସାଜସଜ୍ଜା ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ଜିନିଷ ମଧ୍ୟରୁ ଏପରି ଏକ ଜିନିଷ ବିଷୟରେ ଜାଣନ୍ତୁ ଯାହା ବେଶ ଶୁଭଫଳ ପ୍ରଦାନ କରିଥାଏ। ବାସ୍ତୁ ଅନୁଯାୟୀ, ଲାଫିଙ୍ଗ ବୁଦ୍ଧଙ୍କ ଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ମାତ୍ର ଏହାକୁ ଘରେ ସଠିକ ସ୍ଥାନରେ ରଖିବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ……
ଲାଫିଙ୍ଗ ବୁଦ୍ଧଙ୍କ ବିଷୟରେ ବିଭିନ୍ନ କଥା ପ୍ରଚଳିତ ରହିଛି। ଯଦି ଆପଣଙ୍କ ମନ ଦୁଃଖ, ଅଥବା ନିରାଶା ଅନୁଭବ ସହ ଆର୍ଥିକ ସମସ୍ୟା ଲାଗି ରହୁଥାଏ ତେବେ, ଘରକୁ ଲାଫିଙ୍ଗ ବୁଦ୍ଧ ନିଶ୍ଚୟ ଆପଣନ୍ତୁ। ଏହାଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ।
ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ସୁଖ, ସମୃଦ୍ଧି ଏବଂ ପ୍ରଗତିର ପ୍ରତୀକ। ଏହା ଘରେ ରହିବା ଦ୍ୱାରା ସମ୍ପନ୍ନତା ଓ ସଫଳତା ସର୍ବଦା ରହିଥାଏ।
ଲାଫିଙ୍ଗ ବୁଦ୍ଧର ମୂର୍ତ୍ତି ଘରେ, ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟସ୍ଥଳ, ବୈଠକ କକ୍ଷରେ ରଖିପାରିବେ। ଏହା ଭୂମି ଠାରୁ ଉପରେ ଓ ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ରହିବା ଆବଶ୍ୟକ।
ବୁଦ୍ଧଙ୍କୁ ହସୁଥିବା ସହ ମୁହଁରେ ଖୁସି ଓ ସମ୍ପନ୍ନତାର ପ୍ରତୀକ ବୋଲି କୁହାଯାଏ।
ଏହାକୁ ଘରର ମୁଖ୍ୟଦ୍ୱାର ସମ୍ମୁଖରେ ରଖିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ବୁଦ୍ଧ ଧନର ପୁଟୁଳି ଧରି, ବସିଥିବା ଅବସ୍ଥାରେ ଥିବା ମୂର୍ତ୍ତି ଖୁବ ଶଭୁ।
ଶୟନ କକ୍ଷରେ, ଭୋଜନ କକ୍ଷରେ ଅଥବା ଅନ୍ୟ କକ୍ଷରେ ଏହାକୁ ରଖିବା ଉପରେ କିଛି ସ୍ୱତନ୍ତ୍ର ନିୟମ ରହିଛି। ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ଏହାଙ୍କୁ କକ୍ଷରେ ରଖାଯାଇଥାଏ।

 

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories