ଖାଲେଦା ଜିଆଙ୍କ ଜାମିନ ମିଆଦ ବୃଦ୍ଧି

0

ଢାକା : ବାଂଲାଦେଶର ଏକ ଅଦାଲତ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଜାମିନ ମିଆଦକୁ ଏପ୍ରିଲ ୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ୨୧ ନିୟୁତ ଟାକା (ବାଂଲାଦେଶୀ ମୁଦ୍ରା) ହେରଫେର ମାମଲାରେ ଅଦାଲତ ଚଳିତବର୍ଷ ଫେବୃଆରୀ ୮ରେ ଜିଆଙ୍କୁ ପାଞ୍ଚବର୍ଷ ଜେଲଦଣ୍ଡାଦେଶ ପ୍ରଦାନ କରିଥିଲେ। ଏପ୍ରିଲ ୨୨ରେ ହାଜର ହେବାକୁ ଅଦାଲତ ଜିଆଙ୍କୁ ନିର୍ଦେଶ ଦେଇଛନ୍ତି।

Leave A Reply