ଜେଟଲୀ ଏମ୍ସରେ ଭର୍ତ୍ତି: ଆଜି ଅସ୍ତ୍ରୋପଚାର

0

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶୁକ୍ରବାର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ କେନ୍ଦ୍ର (ଏମ୍ସ)ରେ ଭର୍ତ୍ତି କରାଯାଇଛି। ଶନିବାର ତାଙ୍କର ଅସ୍ତ୍ରୋପଚାର ପୂର୍ବକ ବୃକକ୍‌ ପ୍ରତିରୋପଣ କରାଯିବ। ଅସୁସ୍ଥତା କାରଣରୁ ଜେଟଲୀ ସୋମବାର ଠାରୁ ନିଜ କାର୍ଯ୍ୟାଳୟକୁ ଯାଇପାରି ନାହାନ୍ତି। ଏପରି ରାଜ୍ୟସଭା ସଭ୍ୟ ଭାବେ ପୁନର୍ବାର ନିର୍ବାଚିତ ହେବା ପରେ ସେ ଶପଥ ଗ୍ରହଣ କରିନାହାନ୍ତି। ବୃକକ୍‌ ପ୍ରତିରୋପଣ ପାଇଁ ସେ ତାଙ୍କ ଲଣ୍ଡନ ଗସ୍ତ ବାତିଲ କରିଦେଇଛନ୍ତି।

Leave A Reply