ହୀରାକୁଦ: ଜଳସ୍ତର ୬୨୩.୪୭ ଫୁଟ, ୧୦ଟି ଫାଟକ ଖୋଲା

0

ସମ୍ବଲପୁର : ହୀରାକୁଦ ନଦୀବନ୍ଧର ଜଳସ୍ତର ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୨୩.୪୭ଫୁଟ ରହିଛିି। ସନ୍ଧ୍ୟାରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧,୮୪,୦୭୬ ଘନଫୁଟ ଜଳ ପ୍ରବେଶ କରୁଛି। ସମାନ ସମୟରେ ବନ୍ଧରୁ ୧,୭୩,୦୨୯ ବନ୍ୟାଜଳ ନିଷ୍କାସିତ ହେଉଛିି। ୧୦ଟି ଫାଟକ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।

Leave A Reply