www.samajalive.in
Monday, December 15, 2025
24.1 C
Bhubaneswar

ଏହାକୁ ଉପହାରରେ ଦିଅନ୍ତୁ ନାହିଁ ହେଲେ ନିଜେ ଏପରି କରନ୍ତୁ ବ୍ୟବହାର

ଅନେକ ସମୟରେ ରାଶି ଅନୁଯାୟୀ କିଛି ଛୋଟ ଛୋଟ କଥାପ୍ରତି ଧ୍ୟାନ ଦେଲେ ବଡ ସଫଳତା ମିିଳିଥାଏ ବୋଲି ମାନ୍ୟତା ରହିଛି। ତେବେ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଅନେକ ଜିନିଷ ମଧ୍ୟରୁ ରୁମାଲ ଗୋଟିଏ। ଜାଣନ୍ତୁ ରାଶି ଅନୁଯାୟୀ ଏହାର ବ୍ୟବହାର…
ମେଷ : ଏହି ରାଶିର ବ୍ୟକ୍ତିମାନେ ଲାଲ କିମ୍ବା ମେରୁନ ରଙ୍ଗର ରୁମାଲ ରଖିବା ଉଚିତ।

ବୃଷ : ବୃଷ ରାଶିର ବ୍ୟକ୍ତିମାନେ ଧଳା କିମ୍ବା ସିଲଭର ରଙ୍ଗର ରୁମାଲ ରଖିବା ଶୁଭ ହୋଇଥାଏ।

- Advertisement -

ମିଥୁନ : ଏହି ରାଶିର ବ୍ୟକ୍ତିମାନେ ସବୁଜ କିମ୍ବା କଳା ରଙ୍ଗର ରୁମାଲ ରଖିବା ଉଚିତ।

କର୍କଟ : କର୍କଟ ରାଶିର ବ୍ୟକ୍ତି ଧଳା କିମ୍ବା କ୍ରିମ୍ ରଙ୍ଗର ରୁମାଲ ରଖି ପାରିବେ।

ସିଂହ : ଏହି ରାଶିର ବ୍ୟକ୍ତିମାନେ ଲାଲ କିମ୍ବା ଚକୋଲେଟ ରଙ୍ଗର ରୁମାଲ ରଖିବା ଶୁଭ ହୋଇଥାଏ।
କନ୍ୟା : କନ୍ୟା ରାଶିର ବ୍ୟକ୍ତି ହଳଦିଆ କିମ୍ବା କଳା ରଙ୍ଗର ରୁମାଲ ବ୍ୟବହାର କରିବା ଉଚିତ।

ତୁଳା : ଏହି ରାଶିର ବ୍ୟକ୍ତି ଧଳା କିମ୍ବା ସିଲଭର ରଙ୍ଗର ରୁମାଲ ବ୍ୟବହାର କରନ୍ତୁ।

ବିଛା : ଲାଲ ଓ ଚକୋଲେଟ ରଙ୍ଗର ରୁମାଲ ବ୍ୟବହାର କରିବା ଏହି ରାଶି ପାଇଁ ଶୁଭ ହୋଇଥାଏ।

ଧନୁ : ଧନୁ ରାଶି ପାଇଁ ହଳଦିଆ ଓ ଧଳା ରଙ୍ଗର ରୁମାଲ ଅତ୍ୟନ୍ତ ଶୁଭ ହୋଇଥାଏ।

ମକର : ଏହି ରାଶିର ବ୍ୟକ୍ତିମାନେ କଳା ରଙ୍ଗର ରୁମାଲ ବ୍ୟବହାର କରନ୍ତୁ।

କୁମ୍ଭ : କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ କଳା ଓ ନୀଳ ରଙ୍ଗର ରୁମାଲ ବ୍ୟବହାର କରିବା ଉଚିତ।

ମୀନ : ମୀନ ରାଶିର ବ୍ୟକ୍ତିମାନେ ଧଳା କିମ୍ବା ହଳଦିଆ ରଙ୍ଗର ରୁମାଲ ବ୍ୟବହାର କରି ପାରିବେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories