www.samajalive.in
Friday, December 5, 2025
17.1 C
Bhubaneswar

ବାୟୁ ସେନା ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ; ଦୁଇ ପାଇଲଟ୍‍ ଶହୀଦ୍‍

ରାଜସ୍ଥାନ : ରାଜସ୍ଥାନର ବାରମେରରେ ବାୟୁ ସେନାର ମିଗ୍‍ -୨୧ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ଖବର ମିଳିଛି। ଏହି ଦୁର୍ଘଟଣାରେ ହିମାଚଳପ୍ରଦେଶର ଜଣେ ପାଇଲଟ୍‍ ସହିଦ୍‍ ହୋଇଛନ୍ତି। ତାଙ୍କ ନାମ ମୋହିତ ବୋଲି ଜଣାପଡିଛି। ତାଙ୍କ ପିତା ସେନାରେ କର୍ଣ୍ଣେଲ ପଦରୁ ଅବସର ନେଇଛନ୍ତି। ଏହାସହ ଆଉ ଜଣେ ପାଇଲଟ୍‍ ମଧ୍ୟ ଶହୀଦ ହୋଇଛନ୍ତି।
ସୂଚନାନୁଯାୟୀ, ମୋହିତ ୧୫ ଦିନ ପୂର୍ବରୁ ତାଙ୍କ ଗାଁକୁ ଆସିଥିଲେ। ବିମାନରେ ଦୁଇଜଣ ପାଇଲଟ୍ ଥିଲେ ଏବଂ ଏହି  ଦୁର୍ଘଟଣାରେ ଉଭୟ ପାଇଲଟ୍ ଶହୀଦ୍‍ ହୋଇଥିଲେ। ମିଗ୍ ଖସିଯିବା ମାତ୍ରେ ନିଆଁ ଲାଗିଗଲା ଏବଂ ଏହା ଜଳିବା ଆରମ୍ଭ ହୋଇଥିଲା।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories