www.samajalive.in
Sunday, December 7, 2025
13.1 C
Bhubaneswar

ପୁଣି ବଢ଼ିଲା ସୁନା-ରୁପା ଦର; ଜାଣନ୍ତୁ ଆଜିର ଦାମ୍‌

ନୂଆଦିଲ୍ଲୀ: ପୁଣି ଭାରତୀୟ ବଜାରରେ ବଢ଼ିଲା ସୁନା-ରୁପା ଦର । ଗତକାଲି ଅର୍ଥାତ୍‌ ସୋମବାର ଦିନ ଭାରତୀୟ ବଜାରରେ ସୁନା-ରୁପା ଦର ବୃଦ୍ଧି ପାଇଛି । କାଲି ଦିଲ୍ଳୀରେ ସୁନା ମୂଲ୍ୟ ୧୦ ଗ୍ରାମ୍‌ ପ୍ରତି ୫୪୨ ଟଙ୍କା ବଢ଼ିଥିବା ବେଳେ ରୁପାର ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ରୁପା କେଗ୍ରା ପ୍ରତି ୯୯୩ ଟଙ୍କା ବୃଦ୍ଧି ହୋଇଛି । ବର୍ତ୍ତମାନ ଦିଲ୍ଲୀରେ ସୁନାର ଦାମ୍‌ ବୃଦ୍ଧି ପାଇ ୧୦ ଗ୍ରାମ୍‌ ପିଛା ୫୩ ହଜାର ୪୬୧ ଟଙ୍କା ରହିଛି । ସେହିପରି ରୁପାର ଦାମ୍‌ ମଧ୍ୟ ଦିଲ୍ଲୀ ବଜାରରେ ୬୮ ହଜାର ୯୩୯ ଟଙ୍କା ରହିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories