www.samajalive.in
Sunday, December 7, 2025
13.1 C
Bhubaneswar

ଜୁନରେ ଗଜକେଶରୀ ରାଜଯୋଗ : ଏହି ରାଶିଙ୍କର ଆଉ ଚିନ୍ତା ନାହିଁ; ମିଳିବ ଟଙ୍କା, ହେବ ବିବାହ..

ଗ୍ରହଙ୍କ ରାଶି ପରିବର୍ତ୍ତନ ସମସ୍ତ ରାଶିରେ ପଡିଥାଏ। କିଛି ରାଶି ପାଇଁ ଗ୍ରହଙ୍କ ପରିବର୍ତ୍ତନ ଶୁଭ ହୋଇଥିବା ବେଳେ କିଛି ରାଶି ପାଇଁ ମଧ୍ୟମ ରହିଥାଏ। କିଛି ରାଶିଙ୍କର ସମସ୍ୟା ଦେଖାଦେଇଥାଏ। କିଛି ଗ୍ରହ ପ୍ରତ୍ୟେକ ମାସରେ ନିଜର ରାଶି ପରିବର୍ତ୍ତନ କରି ଥାଆନ୍ତି। କିଛି ଗ୍ରହ ବର୍ଷକୁ ଥରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଦେବଗୁରୁ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ପ୍ରବେଶ କରିଛନ୍ତି।
ଜ୍ୟୋତିଷ ଗଣନା ଅନୁସାରେ ଜୁନ୍ ୪ରେ ଚନ୍ଦ୍ରମା ବୃଷ ରାଶିରେ ପ୍ରବେଶ କରିଛନ୍ତି। ଗୁରୁ ଗ୍ରହ ବୃହସ୍ପତି ଓ ଚନ୍ଦ୍ରମା ବୃଷ ରାଶିରେ ପ୍ରବେଶ କରିବା ପରେ ଗଜକେଶରୀ ରାଜଯୋଗ ସୃଷ୍ଟି ହୋଇଛି। ଏହି ରାଜଯୋଗ ୧୨ ରାଶିରୁ ୩ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଲାଭକାରୀ। ଏମାନଙ୍କ ଭଲ ଦିନ ଆରମ୍ଭ ହେବା ସହ ଆର୍ଥିକ ସ୍ଥିତି ମଜଭୂତ ହେବ।

ଜାଣନ୍ତୁ : ଶୁକ୍ର ମହାଦଶା କ’ଣ ; ୨୦ ବର୍ଷ ଯାଏ ରହେ ପ୍ରଭାବ, ରାଜା ଭଳି ଦେଇଥାଏ ଜୀବନ ନା କରିଥାଏ ଗରିବ..

- Advertisement -

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଗଜକେଶରୀ ଯୋଗ ଖୁବ୍ ଶୁଭଙ୍କର। ମାନସିକ ଦୁଃଶ୍ଚିନ୍ତାରୁ ମୁକ୍ତି ମିଳିବ। ମନ ପ୍ରସନ୍ନ ରହିବା ସହ ଶାନ୍ତି ଅନୁଭବ ହେବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ଅଟକି ଥିବା ଧନ ଫେରସ୍ତ ମିଳିବ। ଆୟର ନୂତନ ରାସ୍ତା ସାମ୍ନାକୁ ଆସିବ। ଖର୍ଚ୍ଚ ମଧ୍ୟ କମ୍ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ପାରିବାରିକ ସମ୍ପର୍କ ମଜଭୂତ ହେବ। ମାତା-ପିତାଙ୍କ ସମର୍ଥନ ମିଳିବ।

ଗଜକେଶରୀ ଯୋଗ କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିବ। ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ। ଅବିବାହିତ ମାନଙ୍କର ବିବାହ ହେବ। ଯାନ କିଣି ପାରିବେ। ଆର୍ଥିକ ସ୍ଥିତି ମଜଭୂତ ହେବ। ପ୍ରେମ କ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ। ଜୀବନସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କର ବଡ ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ଲୋକଙ୍କର ପଦନ୍ନୋତି ହେବ। ରୋଗରୁ ମୁକ୍ତି ମିଳିବ। ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ଦୂର ହେବ।

ଦେଖନ୍ତୁ ଭିଡିଓ ; କେମିତି ପାଣି ମାଗି ପିଇଲା କୁକୁର..

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories