ଦେଖନ୍ତୁ ଭିଡିଓ ; କେମିତି ପାଣି ମାଗି ପିଇଲା କୁକୁର..

ନୂଆଦିଲ୍ଲୀ : ସାରା ଦେଶରେ ଖରା,ଗରମ ପାଇଁ ଲୋକେ ଚିନ୍ତିତ। ମନୁଷ୍ୟ ସହ ପଶୁ-ପକ୍ଷୀ ମଧ୍ୟ ଏହି ଅସହ୍ୟ ଖରାରେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ଅନେକ ସମୟରେ ଲୋକେ ମାନବିକତା ଦେଖାଯାଇ ଜୀବଜନ୍ତୁଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି। ନିକଟରେ ସେଭଳି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଭିଡିଓଟି ଏକ କୁକୁରର। View this post on Instagram A post shared by Ajith (@aajithee) ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ, … Continue reading ଦେଖନ୍ତୁ ଭିଡିଓ ; କେମିତି ପାଣି ମାଗି ପିଇଲା କୁକୁର..